Back
हבילिश्याली ब्रत के बावजूद सरकारी कैंप में सुरक्षा कड़े इंतजाम: आज से शुरू होगा भागीदारी
SMSanjay Mohapatra
Oct 06, 2025 16:18:56
Puri, Odisha
ଆସନ୍ତାକାଲି ରାଧାଦାମୋଦର ବ୍ରତ ବାନ୍ଧିବେ ହବିଷ୍ଯାଳୀ । ଆଜିଠାରୁ ସରକାରୀ ହବିଷ୍ଯାଳୀ ଶିବିର ଉତ୍ସବ ମୁଖର । ଶହଶହ ହବିଷ୍ୟାଳୀ ମାଆ ମାନେ ପଞ୍ଜିକରଣ କରିଥିବା କାଗଜପତ୍ର ଦାଖଲ କରି ରୁମକୁ ପ୍ରବେଶ କରିଛନ୍ତି । ରୁମରେ ରହିବାପାଇଁ ଖଟ ବ୍ୟବସ୍ଥା କରାଯାଇଛି । ଚଳିତ ମାସ ୭ ତାରିଖ ଅର୍ଥାତ ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ହବିଷ୍ଯାଳୀ ବ୍ରତ । ବିଭିନ୍ନ ଜିଲ୍ଲାରୁ ମା ମାନେ ଶ୍ରୀକ୍ଷେତ୍ରରେ ପହଞ୍ଚିଲେଣି । ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ୪ ଟି ସ୍ଥାନରେ ହବିଷ୍ୟାଳୀ ମାଆ ମାନଙ୍କ ରହଣି ବ୍ୟବସ୍ଥା କରାଯାଇଛି । ଅନଲାଇନ ମାଧ୍ୟମରେ ଆବେଦନ ଆହ୍ୱାନ କରାଯାଇଥିଲା । ଯାଞ୍ଚ ପରେ ଯୋଗ୍ଯ ବିବେଚିତ ହବିଷ୍ୟାଳୀ ମା ମାନେ ସେମାନଙ୍କ ନିର୍ଦ୍ଧାରିତ ହବିଷ୍ୟାଳୀ କେନ୍ଦ୍ର ମାନଙ୍କରେ ପହଞ୍ଚିବା ଆରମ୍ଭ କଲେଣି । ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସମସ୍ତ ହବିଷ୍ୟାଳୀ କେନ୍ଦ୍ର ପରିଦର୍ଶନ ଓ ସମସ୍ତ କାର୍ୟ ର ତଦାରଖ କରିବା ସହ ହବିଷ୍ୟାଳୀ କେନ୍ଦ୍ରରୁ ମନ୍ଦିର ଦର୍ଶନ ବ୍ୟବସ୍ଥାର ଡ୍ରାଇ ରନ କରିଥିଲେ । ଗୋଟିଏ ମାଐ ମାନେ ହବିଷ୍ୟାଳୀ କେନ୍ଦ୍ର ରେ ରହି ହବିଷ୍ୟାଳୀ ବ୍ରତ ବା ରାଇଦାମୋଦର ବ୍ରତ ପାଳନ କରିବେ । ରହିଛି ମହାପ୍ରସାଦ ସେବନ, ବସ୍ ଯୋଗେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଭଳି ଅନେକ ବ୍ୟବସ୍ଥା । ବୃନ୍ଦାବତୀ ନିବାସ ହବିଷ୍ୟାଳୀ କେନ୍ଦ୍ର ରେ ମାଆ ମାନେ ପହଞ୍ଚିବା ପରେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଛି । ସେମାନଙ୍କ ସେବାରେ ଲାଗିଛନ୍ତି ପୁଲିସ, ପ୍ରଶାସନ, ସ୍ୱାସ୍ଥ୍ୟ କର୍ମୀ, ସ୍ୱେଚ୍ଛାସେବୀ। ସେପଟେ ପୂର୍ବବର୍ଷ ଭଳି ଏଥର କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ । ଯେଉଁମାନେ ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିଥିଲେ ସେମାଣଙ୍କୁ ଅଗ୍ରାଧିକାର ଦିଆଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
ADAnup Das
FollowOct 06, 2025 19:03:290
Report
RRRakesh Ranjan
FollowOct 06, 2025 19:02:250
Report
RNRajesh Nilshad
FollowOct 06, 2025 19:02:030
Report
NCNITIN CHAWRE
FollowOct 06, 2025 19:01:520
Report
SSSHAILENDAR SINGH THAKUR
FollowOct 06, 2025 19:01:400
Report
SPSANDIP PRAMANIK
FollowOct 06, 2025 19:01:160
Report
SJSantosh Jaiswal
FollowOct 06, 2025 19:01:060
Report
AAAkshay Anand
FollowOct 06, 2025 19:00:50Noida, Uttar Pradesh:There is an ancient Chinese board game called Go, over 2,500 years old
Played here against an AI robot
0
Report
उत्तराखंड में अल्पसंख्यक शिक्षा विधेयक-2025 को राज्यपाल की मंजूरी; मान्यता प्राधिकरण से होगी मान्यता
AAAkshay Anand
FollowOct 06, 2025 19:00:380
Report
SKSumant Kumnar
FollowOct 06, 2025 19:00:28Delhi, Delhi:Mukhtar Abbas Naqvi IV on Bihar Assembly Election
0
Report
PKPravesh Kumar
FollowOct 06, 2025 19:00:190
Report