Back
दीपावली के धर्मशास्त्र अनुसार दीपदान-पयाश्रद्ध की तिथि पर विवाद
SMSanjay Mohapatra
Oct 15, 2025 16:50:59
Puri, Odisha
ଦୀପାବଳୀ ଉତ୍ସବରେ ଦୀପଦାନ, ପୟାଶ୍ରାଦ୍ଧ କାଉଁରିଆ ଜାଳିବାକୁ ନେଇ ଦ୍ବନ୍ଦର ଅନ୍ତ କଲେ ମୁକ୍ତିମଣ୍ଡପ ଆସନ୍ତା ୨୦ ତାରିଖରେ ଦୀପଦାନ ଓ ପୟାଶ୍ରାଦ୍ଧ କରାଯିବ। ଧର୍ମଶାସ୍ତ ଆଧାରିତ ଅନୁସାରେ ନିର୍ଘଣ୍ଟ କରାଯାଇଛି ବୋଲି ମୁକ୍ତିମଣ୍ଡପ ପଣ୍ଡିତ ସଭାର କାର୍ଯ୍ୟକାରୀ ସଭାପତି କହିଥିବା ବେଳେ ଜୌତିବିଦ ହରିଶଙ୍କର ମିଶ୍ର ୨୧ତାରିଖରେ ପୟାଶ୍ରାଦ୍ଧ ଓ କାଉଁରିଆ ଜାଳିବେ ବୋଲି ଯୁକ୍ତି ବାଢୁଛନ୍ତି। ସେପଟେ ଶ୍ରୀମନ୍ଦିର ପ୍ରଶାସନ ର ନୀତିରେ ୨୦ତାରିଖ ଉଲ୍ଲେଖ କରାଯାଇଥିଲେ ମଧ୍ୟ ଅମାବାସ୍ୟା ଓ ସାଗରବିଜେ ନିତି ୨୧ତାରିଖ କରାଯିବ ବୋଲି କହିଛନ୍ତି। (ଭିଓ୧) ବିଶ୍ବାସ ରହିଛି ଦୀପାବଳୀ ତିଥିରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ପ୍ରଦାନ କରି ଆଲୋକ ଦେଖାଇଲେ ପିତୃପୁରୁଷ ସ୍ବଲୋକ ଗମନ କମନ୍ଥାନ୍ତି। ସେଥିପାଇଁ ପରିବାର ସ୍ବଜନ ମାନେ ପୟାଶ୍ରାଦ୍ଧ କରି କାଉଁରିଆ କାଠି ଜାଳିଥାନ୍ତି। ଗତ ବର୍ଷ ଭଳି ଏଥର ମଧ୍ୟ ଦୁଇଦିନ ଦୀପାବଳୀ, ଦୀପଦାନ ପୟାଶ୍ରାଦ୍ଧ ରହିଛି। ଶ୍ରୀମନ୍ଦିର ସ୍ବୀକୃତି ପ୍ରାପ୍ତ ରାଧାରମଣ, କୋହୀନୂର, ଅରୁଣଦ୍ଵୟ, ଭାଗ୍ୟଜୋତି ଓ ଜି ଏନ୍ ତ୍ରିପାଠୀ ପଞ୍ଜିକାରେ ୨୦ତାରିଖରେ ଶ୍ୟାମାପୂଜା, ଦୀପଦାନ ଓ ପୟାଶ୍ରାଦ୍ଧ ଲେଖାଯାଇଛି। ସେହିଦିନ ଦିନ ଠାରୁ ରାତି ପର୍ୟନ୍ତ ତା ପରଦିନ ସନ୍ଧ୍ୟା ପର୍ୟନ୍ତ ଅମାବାସ୍ୟା ତିଥି ରହୁଥିବା ପୁରା ପ୍ରଦୋଷପକ୍ଷ ରହୁଥିବାରୁ ଦୀପଦାନ, ପୟାଶ୍ରାଦ୍ଧ କରିପାରିବେ ବୋଲି ମୁକ୍ତିମଣ୍ଡପ ପଣ୍ଡିତ ସଭା ସାମ୍ବାଦିକ ସମ୍ମଳନୀ ରେ କହିଛନ୍ତି। ବିଶେଷକରି ଦୀପଦାନ ସାୟଂ କାଳୀନ ପର୍ବ ତେଣୁ ୨୦ତାରିଖରେ ଏହା ଧର୍ମଶାସ୍ତ ବିଧିସମତ ବୋଲି କହିବା ସହ ସରକାର ୨୧ତାରିଖର ଛୁଟିକୁ ପରିବର୍ତ୍ତନ କରି ୨୦ତାରିଖ କରନ୍ତୁ ଏବଂ ଯେଉଁ ମାନେ ସ୍ବୀକୃତି ପ୍ରାପ୍ତ ପଞ୍ଜିକା କୁ ବିରୋଧ କରୁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବୀ କରିଛନ୍ତି ମୁକ୍ତିମଣ୍ଡପ ପଣ୍ଡିତ ସଭାର କାର୍ଯ୍ୟକାରୀ ସଭାପତି ଓ ଧର୍ମଶାସ୍ତଜ୍ଞ ।
4
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
MPManish Purohit
FollowOct 15, 2025 19:02:390
Report
RSR.B. Singh
FollowOct 15, 2025 19:02:180
Report
ASANIMESH SINGH
FollowOct 15, 2025 19:02:040
Report
NKNished Kumar
FollowOct 15, 2025 19:01:410
Report
MSMAYUR SHUKLA
FollowOct 15, 2025 19:01:320
Report
DDDeepak Dwivedi
FollowOct 15, 2025 19:01:230
Report
RMRoshan Mishra
FollowOct 15, 2025 19:01:090
Report
PDPRASHANT DHIVRE
FollowOct 15, 2025 19:00:150
Report
PCPUSHKAR CHAUDHARY
FollowOct 15, 2025 18:47:193
Report
VPVEDENDRA PRATAP SHARMA
FollowOct 15, 2025 18:47:032
Report
AKAshok Kumar1
FollowOct 15, 2025 18:46:314
Report
RKRupesh Kumar
FollowOct 15, 2025 18:46:162
Report
TSTEJINDER SINGH
FollowOct 15, 2025 18:45:490
Report
PSPrince Suraj
FollowOct 15, 2025 18:33:012
Report
KSKumar Shashivardhan
FollowOct 15, 2025 18:32:511
Report