Back
Odisha में साइबर सुरक्षा अभियान शुरू, आम जनता को जागरूक कर ठगी रोकथाम
SMSURYA MOHANTY
Oct 26, 2025 10:24:41
Khordha, Odisha
ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ – ସଚେତନ ହେବାକୁ ପରାମର୍ଶ କଟକ:- ଆଧୁନିକ ଡିଜିଟାଲ ଯୁଗରେ ପ୍ରଯୁକ୍ତି ବିଦ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା gରହଣ କରିଛି। ବିଶ୍ଵର ସମସ୍ତ ଘଟଣାବଳୀ ପ୍ରତି ସେକେଣ୍ଡରେ ଲୋକଙ୍କ ପାଖରେ ପହଞ୍ଚିପାରୁଛି। ମାତ୍ର ପ୍ରଯୁକ୍ତି ବିଦ୍ୟାର ଦୁରୁପଯୋଗ ହେତୁ ଲୋକମାନେ ନାନା ଠକେଇର ଶିକାର ହେଉଛନ୍ତି। ବିଶେଷ କରି କଟକ ସମେତ ସମଗ୍ର ରାଜ୍ୟରେ ଲୋକମାନେ ସାଇବର ଠକେଇର ଶିକାର ହେୁଛନ୍ତି। ବିଶେଷ କରି ବ୍ୟାଙ୍କ ସେବାରେ ଏହି ଠକେଇର ସବୁଠାରୁ ବେଶୀ ଅପରାଧ ଘଟୁଛି। ତେଣୁ ରାଜ୍ୟ ସରକାର ଜନସାଧାରଣଙ୍କ ମଧ୍ୟରେ ସାଇବର ଅପରାଧ ବା ଠକେଇରୁ ରକ୍ଷା ପାଇବା ପାଇଁ ସାଇବର ସୁରକ୍ଷା ଅଭିଯାନ ଓଡିଶା ୨୦୨୫ ଆରମ୍ଭ କରିଛନ୍ତି। ଡିଜିଟାଲ ଆରେଷ୍ଟ ଠକେଇ, ବିଦେଶ ଏବଂ ଟ୍ରେଡିଂ ଠକେଇ, କଷ୍ଟମ ପାର୍ସଲରେ ଠକେଇ, ନକଲି ଋଣ ଠକେଇ, ନକଲି ପରିଚୟ ଦେଇ ଠକେଇ, ଚାକିରୀ ଦେବା କହି ଠକେଇ ଇତ୍ୟାଦି ଠକେଇର ସର୍ବସାଧାରଣ ଶିକାର ହେଉଛନ୍ତି। ତେଣୁ ରାଜ୍ୟ ସରକାର ସାଇବର ଅପରାଧକୁ ରୋକିବା ପାଇଁ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ କରିଛନ୍ତି। ପ୍ରତ୍ୟେକ ବ୍ୟକ୍ତି ଏଥିପାଇଁ ସଚେତନ ହେବାକୁ ବହୁ ବିଶିଷ୍ଟ ଅତିଥି ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ ଅବସରରେ ପ୍ରକାଶ କରିଛନ୍ତି। ଓଡିଶା ପୋଲିସ ପକ୍ଷରୁ ଆଜି ଶନିବାର ଦିନ ଶହୀଦ ଭବନ ଠାରେ ଜିଲ୍ଲାସ୍ତରୀୟ ସାଇବର ସୁରକ୍ଷା ଅଭିଯାନ ଓଡିଶା ୨୦୨୫ ର ଶୁଭାରମ୍ଭ ହୋଇଛି। ଗ୍ରାମାଞ୍ଚଳ ଏସପି ଶ୍ରୀ ବିନୀତ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ଆଠଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ੍ਰତାପ ସ୍ଵାଇଁ, ମହଙ୍ଗା ବିଧାୟକ ସାରଦା ପ୍ରଧାନ, ସାଲେପୁର ବିଧାୟକ ପ୍ରକାଶ ସେଠୀ, ଆଠଗଡ ଏଡିଜିଏମ ପ୍ରହଲ୍ଲାଦ ଶର୍ମା ଅତିଥି ଭାବରେ ଯୋଗଦେଇ ସାଇବର ସୁରକ୍ଷା ଅଭିଯାନକୁ ଉଦଘାଟନ କରି ସର୍ବସାଧାରଣଙ୍କୁ ସଚେତନ ବାର୍ତ୍ତା ପ୍ରଦାନ କରିବା ସହ ପ୍ରତ୍ୟେକ ଥାନାରେ ସାଇବର ବିଭାଗ ଖୋଲିବା ଉପରେ ଗୁରୁତ୍ଵ ଆରୋପ କରିଥିଲେ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
VKVijay1 Kumar
FollowOct 26, 2025 13:22:580
Report
SBSharad Bhardwaj
FollowOct 26, 2025 13:22:460
Report
DKDeepesh Kumar
FollowOct 26, 2025 13:22:24Noida, Uttar Pradesh:नई दिल्ली स्थित भारतीय जनता पार्टी के राष्ट्रीय अध्यक्ष श्री जे०पी० नाड्डा जी के आवास पर शिष्टाचार भेंट करते हुए उत्तर प्रदेश के मा० मुख्यमंत्री श्री योगी आदित्यनाथ जी ।
0
Report
RVRaunak Vyas
FollowOct 26, 2025 13:21:410
Report
PPPraveen Pandey
FollowOct 26, 2025 13:21:300
Report
ADAnup Das
FollowOct 26, 2025 13:20:410
Report
DSdevendra sharma2
FollowOct 26, 2025 13:20:11Rajsamand, Mohi, Rajasthan:राजसमंद के महासतियों के मादड़ी गांव में स्थित कुएं में गिरने से युवती की दर्दनाक मौत. पानी पीने के दौरान हादसा. ग्रामीणों ने शव बाहर निकाला. डॉक्टरों ने अस्पताल में मृत घोषित किया.
0
Report
AYAmit Yadav
FollowOct 26, 2025 13:19:591
Report
NPNavratan Prajapat
FollowOct 26, 2025 13:19:270
Report
DGDeepak Goyal
FollowOct 26, 2025 13:19:110
Report
MMMRITYUNJAI MISHRA
FollowOct 26, 2025 13:19:020
Report
MGMohd Gufran
FollowOct 26, 2025 13:18:480
Report
ASAmit Singh
FollowOct 26, 2025 13:18:300
Report
KAKapil Agarwal
FollowOct 26, 2025 13:17:340
Report
MGMOHIT Gomat
FollowOct 26, 2025 13:17:150
Report
