Back
कटक में हरिकृष्ण महताब की 126वीं जयंती पर प्रशासनिक श्रद्धांजलि
SMSURYA MOHANTY
Nov 21, 2025 14:19:19
Khordha, Odisha
କଟକ:- ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ 126 ତମ ଜୟନ୍ତୀ ଅବସରରେ କଟକ ମଧୁପାଟଣା ପ୍ରେସଛକ ସ୍ଥିତ ହରେକୃଷ୍ଣ ମହତାବ ଙ୍କ ପ୍ରତିମୂର୍ତ୍ତି ପ୍ରାଙ୍ଗଣରେ କଟକ ଜିଲ୍ଲା ପ୍ରଶାସନ ଓ ସିଡିଏ ର ମିଳିତ ଆନୁକୁଳ୍ୟରେ ଜିଲ୍ଲାସ୍ତରୀୟ 126 ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଡକ୍ଟର ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ପରେ ଡ଼କ୍ଟର ମହତାବଙ୍କ ଉଦ୍ଦେଶ୍ୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କଟକ ମେୟର ସୁବାଷ ସିଂ, କଟକ ଜିଲ୍ଲାପାଳ, କଟକ ସାଂସଦ, ସିଏମସି କମିଶନର, କଟକ-ବାରବାଟି ବିଧାୟିକା, କଟକ-ଚୌଦ୍ଵାର ପୂର୍ବତନ ବିଧାୟକ, ସଦର ବିଧାୟକ ଏବଂ ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀମାନେ ଯୋଗ ଦେଇଥିଲେ । ଡ଼କ୍ଟର ମହତାବଙ୍କ ଚିନ୍ତାଧାରା, କାର୍ଯ୍ୟଶୈଳୀ, ଏବଂ ରାଜନୀତି ଜୀବନରେ ଯାହା ଛାପ ଛାଡ଼ି ଯାଇଛନ୍ତି ତାକୁ ମନେ ପକାଇଥିଲେ ସମସ୍ତେ ।
67
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
ANAJAY NATH
FollowNov 21, 2025 15:05:39Sambalpur, Odisha:ଗୋଆ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ ରେ କଟକ ର ହୀରାଖଣ୍ଡ ସାଙ୍ସ୍କୃତିକ ଅନୁଷ୍ଠାନ ତରଫରୁ ସମ୍ବଲପୁରୀ ନୃତ୍ୟ ପରିବେଷଣ...
0
Report
SPSATYENDRA PARMAR
FollowNov 21, 2025 15:05:250
Report
MDMahendra Dubey
FollowNov 21, 2025 15:05:080
Report
DGDeepak Goyal
FollowNov 21, 2025 15:04:460
Report
PCPranay Chakraborty
FollowNov 21, 2025 15:04:170
Report
KNKuldeep Nageshwar Pawar
FollowNov 21, 2025 15:04:060
Report
AAAteek Ahmed
FollowNov 21, 2025 15:03:280
Report
AJAnil Jain
FollowNov 21, 2025 15:03:140
Report
RMRoshan Mishra
FollowNov 21, 2025 15:01:460
Report
ADAnup Das
FollowNov 21, 2025 15:01:070
Report
ATAnuj Tomar
FollowNov 21, 2025 15:00:350
Report
APAVINASH PATEL
FollowNov 21, 2025 14:51:200
Report
SVShweta Verma
FollowNov 21, 2025 14:51:080
Report
ASAshok Singh Shekhawat
FollowNov 21, 2025 14:50:160
Report
HSHITESH SHARMA
FollowNov 21, 2025 14:49:5156
Report