Back
कटक में बड़ा हादसा: स्कूल के पास पुरानी बिल्डिंग ढहने से तीनों मौत
SMSURYA MOHANTY
Nov 09, 2025 09:37:23
Khordha, Odisha
କଟକ:- କଟକରେ ବଡ଼ ଅଘଟଣ । କଟକ ମଣି ସାହୁଛକ hibdିବନ୍ଧୁ ସ୍କୁଲ ନିକଟରେ ଥିବା ଏକ ପୁରୁଣା ବିଲଡିଂ ଭୁସୁଡି ଯଡ଼ିଥିବା ବେଳେ ବର୍ତମାନ ସୁଦ୍ଧା ତିନିଜଣଙ୍କର ese ସି ବି ମେଡିକାଲ ରେ ମୁର୍ତ୍ୟୁ ହୋଇଥିବା ସୂଚନା ମିଳିଛି.. ଘଟଣା ସ୍ଥଳରେ କ୍ୟାଟିନ ମେଣ୍ଟ ଥାନା ପୋଲିସ ଏବଂ ସ୍ଥାନୀୟ ଏସିପି ଉପସ୍ଥିତ ରହି ଥିବା ବେଳ.. କଟକ ଅଗ୍ନିଶମ ଵାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ. ଦୁର୍ଘଟଣା ପରେ ପଶିଳା ଚେତା।କଟକରେ ଭଙ୍ଗାଯିବ ଅସୁରକ୍ଷିତ କୋଠା। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ହେଲା ସ୍ୱତନ୍ତ્ર କମିଟି। ଏହି କମିଟି କଟକ ସହରର ଅସୁରକ୍ଷିତ କୋଠା ଗୁଡିକୁ ଚିହ୍ନଟ କରିବ। ଅସୁରକ୍ଷିତ କୋଠା ଚିହ୍ନଟ ପରେ ସେଗୁଡିକୁ ପର୍ଯ୍ୟାୟ କ୍ରମେ ଭଙ୍ଗାଯିବ। ସିଏମସିର ଅତିରିକ୍ତ କମିଶନର କଳ୍ପତରୁ ବେହେରାଙ୍କ ସୂଚନା।
ପ୍ରତି ମୃତକଙ୍କ ପାଇଁ ପରିବାରକୁ ୧୦ ହଜାର ଲେଖାଏଁ ତ୍ୱରିତ କ୍ଷତିପୂରଣ। କଟକ ମହାନଗର ନିଗମ ପକ୍ଷରୁ ଦିଆଗଲା ଏହି କ୍ଷତିପୂରଣ।ଘଟଣାର ତଦନ୍ତ ପାଇଁ ଗଠିତ ହେଲା ଉଚ୍ଚସ୍ତରୀୟ କମିଟି ।
ବାଇଟ - କଳ୍ପତରୁ ବେହେରା
ବାଇଟ - ଶୋଫିଆ ଫିର୍ଦୋଷ
5
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
MKMANISH KUMAR
FollowNov 09, 2025 11:06:240
Report
KAKHURSHEED AALAM
FollowNov 09, 2025 11:04:060
Report
SPSatya Prakash
FollowNov 09, 2025 11:03:480
Report
YSYeswent Sinha
FollowNov 09, 2025 11:03:340
Report
RKRavi Kumar
FollowNov 09, 2025 11:03:220
Report
PPPraveen Pandey
FollowNov 09, 2025 11:02:560
Report
PPPraveen Pandey
FollowNov 09, 2025 11:02:370
Report
ABAnnu Babu Chaurasia
FollowNov 09, 2025 11:02:17Etawah, Uttar Pradesh:इटावा में दबंगों द्वारा की गई पिटाई मामले में
0
Report
DKDeepesh Kumar
FollowNov 09, 2025 11:02:060
Report
NJNarendra Jaiswal
FollowNov 09, 2025 11:01:520
Report
AKAshwani Kumar
FollowNov 09, 2025 11:01:160
Report
PKPankaj Kumar
FollowNov 09, 2025 11:00:390
Report
ASAJEET SINGH
FollowNov 09, 2025 11:00:250
Report
ASARUN SINGH
FollowNov 09, 2025 11:00:110
Report
SVShweta Verma
FollowNov 09, 2025 10:59:580
Report