Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Khordha752055

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ

SURYA NARAYAN MOHANTY
Jun 27, 2025 04:02:13
Khordha, Odisha
୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ. କଟକ:-ବାଙ୍କୀ ପୋଲିସକୁ ମିଳିଲା ବଡ଼ ସଫଳତା। ସାମ୍ବାଦିକ ସମ୍ମିଳନୀ ଡାକି ସୂଚନା ଦେଲେ ଏସ ଡ଼ି ପି ଓ ବାଳକୃଷ୍ଣ କଅଁର। ଚୋରା ଗଂଜେଇ ଚାଲାଣ ଖବର ପାଇ ପୋଲିସ ପକ୍ଷରୁ ହୋଇଥିଲା ବାଙ୍କୀ ବରପୁଟ ଅଂଚଳରେ ଚଢ଼ାଉ । ଘଟଣା ସ୍ଥଳରୁ ୧ କୁଇଣ୍ଟାଲ ଗଂଜେଇ ପୋଲିସ ଜବତ କରିଥିବା ବେଳେ ୨ ଜଣ ବ୍ୟବସାୟୀକୁ ଗିରଫ କରିଛି । ସେମାନଙ୍କ ନିକଟରୁ ଗୋଟିଏ ମାରୁତି ଏଟିଗା ଗାଡି ମଧ୍ୟ ଜବତ ହୋଇଛି । ପୂର୍ବରୁ ପୋଲିସ ପାଖରେ ରହିଥିଲା ଏହାର ଖବର । ଗଂଜେଇ ଭୁବନେଶ୍ୱର ଅଂଚଳକୁ ହେଉଥିଲା ଚାଲାଣ । ଗଂଜେଇ କନ୍ଧମାଳ ଅଂଚଳରୁ ଆସୁଥିଲା ବୋଲି ପୋଲିସ କହିଛି।
0
Report

हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|

Advertisement
Advertisement