Back
गांव में सरपंच प्रतिनिधि Hemant Das के अव्यवहारिक बर्ताव पर महिलाओं ने बांधकर पकड़ा; पुलिस ने किया बचाव
AMABHAYA MOHANTY
Oct 05, 2025 10:50:16
Keonjhar, Odisha
ଅଟକ ସରପଞ୍ଚ ପ୍ରତିନିଧି
ବାଲେଶ୍ଵର
ଭାଷା: Odia
Anchor - ମହଙ୍ଗା ପଡିଲା ସରପଞ୍ଚ ସ୍ୱାମୀଙ୍କ ଦବଙ୍ଗଗିରି. ଲୋକଙ୍କଦ୍ୱାରା ଅଟକ ରହିଲେ ବାଲିଆପାଳ ସରପଞ୍ଚ ପ୍ରତିନିଧି, ସୁଚନା ଅନୁସାରେ ବାଲିଆପାଳ ପଞ୍ଚାୟତର ସାତ ନମ୍ବର ୱାର୍ଡରେ ଥିବା ପଦ୍ମ ପୋଖରୀରୁ ବର୍ଷା ପାଣି ନିଷ୍କାସନ ପାଇଁ ଦୀର୍ଘ ଦିନ ଧରି ହରିଜନ ସାହିର ଲୋକମାନେ ସରପଞ୍ଚ ଙ୍କ ସ୍ୱାମୀ ହେମନ୍ତ ଦାସ,ତହସିଲଦାର, ବିଡ଼ିଓଙ୍କୁ କହିଥିଲେ ମଧ୍ୟ କେହି ଏପ୍ରତି ଦୃଷ୍ଟି ଦେଉନଥିଲେ। ୫୦ ଟି ପରିବାର ୧ୂ3 ଜଳମଗ୍ନ ହୋଇ ବହୁ ହଇରାଣ ହରକତ ହେଉଛନ୍ତି। କାହାକୁ ସାପ କାମୁଡୁଛିତ କିଏ ଜଣ୍ଡିସ ରୋଗ ରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ନେଇ ଗ୍ରାମବାସୀ ବାରମ୍ବାର ସରପଞ୍ଚ, ବିଡ଼ିଓଏବଂ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିଲେ.ତେବେ ଆଜି ସରପଞ୍ଚଙ୍କ ସ୍ୱାମୀ ହେମନ୍ତ ଦାସ ଉକତ ପଦ୍ମ ପୋଖରୀ ରେ ଛାଡ଼ିଥିବା ମାଛ ଦେଖିବା ପାଇଁ ଆସିଥିବା ବେଳେ। ଗ୍ରାମର ଶତାଧିକ ମହିଳା ସରପଞ୍ଚ ପ୍ରତିନିଧିଙ୍କୁ ପଚାରିଥିଲେ. ହେଲେ ସରପଞ୍ଚ ପ୍ରତିନିଧି ନିଜର ଦବଙ୍ଗଗିରି ଦେଖାଇ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ମହିଳାଙ୍କ ଆକ୍ରୋଶର ଶିକାର ହୋଇଥିଲେ.ଏପରିକି ମହିଳାମାନେ ସରପଞ୍ଚ ପ୍ରତିନିଧି হେମନ୍ତ ଦାସଙ୍କୁ ଦଉଡ଼ି ରେ ବାନ୍ଧି ଥିଲେ. ଏବଂ ଯେପର୍ଯ୍ୟନ୍ତ ପାଣି ନିଷ୍କାସନ ନହୋଇଛି ଶ୍ରୀ ଦାସଙ୍କୁ ଛଡା ଯିବ ନାହିଁ ବୋଲି ଜିଦି ରେ ରହିବା ପରେ ଘଟଣା ସ୍ଥଳ ରେ ବାଲିଆପାଳ ତହସିଲଦାର ଏବଂ ପୋଲିସ ପହଁଚି ଗ୍ରାମବାସୀଙ୍କ ସହ ଆଲୋଚନା ପରେ ସରପଞ୍ଚ ପ୍ରତିନିଧିଙ୍କୁ ଉଦ୍ଧାର କାରାଯାଇଥିଲା.ତେବେ ଶାସକ ଦଳ ର ସରପଞ୍ଚ ପ୍ରତିନିଧିଙ୍କ ଏପରି ବ୍ୟବହାର କୁ ସାଧାରଣ ରେ ନିନ୍ଦା କରାଯାଇଛି।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
NKNished Kumar
FollowOct 05, 2025 13:36:280
Report
SMSanjay Mohapatra
FollowOct 05, 2025 13:36:210
Report
ASAmit Singh
FollowOct 05, 2025 13:36:100
Report
RKRaj Kishore
FollowOct 05, 2025 13:35:570
Report
ACAshish Chaturvedi
FollowOct 05, 2025 13:35:420
Report
DSDevendra Singh
FollowOct 05, 2025 13:35:300
Report
ASAshok Singh Shekhawat
FollowOct 05, 2025 13:35:180
Report
KSKartar Singh Rajput
FollowOct 05, 2025 13:34:470
Report
SKShivam Kumar1
FollowOct 05, 2025 13:34:370
Report
GLGautam Lenin
FollowOct 05, 2025 13:34:200
Report
VKVishal Kumar
FollowOct 05, 2025 13:34:060
Report
KSKartar Singh Rajput
FollowOct 05, 2025 13:33:560
Report
NJNEENA JAIN
FollowOct 05, 2025 13:33:42Saharanpur, Uttar Pradesh:सहारनपुर में बेखौफ चोरों ने लाखों की लूट को अंजाम दे डाला । पूरी घटना सीसीटीवी में कैद हो गई । शादी के ठीक पहले लाखों की चपत लगने से पीड़ित परिवार सदमें हैं । अब देखने वाली बात ये है कि पुलिस चोरों को कब तक गिरफ्तार कर पाती है ।
0
Report
SSSUNIL SINGH
FollowOct 05, 2025 13:33:340
Report
KCKULDEEP CHAUHAN
FollowOct 05, 2025 13:33:25Baghpat, Uttar Pradesh:बागपत में एक हैरान करने वाला मामला सामने आया है । यहाँ श्मशान घाट से एक चिता से अस्थियां गायब हो गई । बहराहल इस घटना के बाद से ग्रामीण दहशत में हैं । और पुलिस से पूरे मामले की जांच की मांग की है ।
0
Report