Back
गुण्डीचाघागी जलप्रपात में दो युवा अभी भी लापता, खोज जारी
AMABHAYA MOHANTY
Oct 05, 2025 11:20:59
Keonjhar, Odisha
ଗୁଣ୍ଡିଚାଘାଗି ଜଳପ୍ରପାତରେ ବୁଡ଼ି ଯୁବକ ନିଖୋଜ । ପୁଣି କେନ୍ଦୁଝର ଜିଲ୍ଲା ଘଟଗାଁ ନିକଟ ଗୁଣ୍ଡିଚାଘାଗି ଜଳପ୍ରପାତରେ ଘଟିଛି ଅଘଟଣ । ଜଳପ୍ରପାତରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକ ଜଣଙ୍କ ହେଲେ ହରିଚନ୍ଦନପୁର ଥାନା ବଡଶିଆଡିମାଳ ଗ୍ରାମର ସତ୍ୟପ୍ରକାଶ ମହାନ୍ତ । ଯୁବକ ଜଣୁଙ୍କ ଆମ୍ବୁଲାନ୍ସ ଡ୍ରାଇଭର ଭାବେ ପାରାଦୀପରେ କାର୍ଯ୍ୟ କରୁଥିଲେ । ଗତକାଲି ରାତିରେ ସାଙ୍ଗମାନଙ୍କ ସହିତ ଗୁଣ୍ଡିଚାଘାଗି ଜଳପ୍ରପାତ ମୁଖ୍ୟକୁଣ୍ଡରେ ଗାଧୋଇବା ବେଳେ ତାଙ୍କର ଗୋଡ଼ ଖସି ଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଘଟଗାଁ ପୋଲିସ୍ ପହଞ୍ଚିବା ସହିତ ଅଗ୍ନିଶମ ବିଭାଗର କର୍ମଚାରୀ ମଧ୍ୟ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ୧ମାସ ପୂର୍ବେ ଏହି ଜଳପ୍ରପାତରେ ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳରୁ ଭାସି ଯାଇ ବର୍ତ୍ତମାନ ପର୍ଯ୍ୟନ୍ତ ଜଣେ ନିଖୋଜ ଅଛନ୍ତି । ତାଙ୍କର ପତ୍ତା ଏଯାଏ ମିଳିନାହିଁ । ତେବେ ୧ମାସ ଭିତରେ ୨ଜଣ ଯୁବକ ଏଠାରେ ବୁଡି ନିଖୋଜ ହେବା ଘଟଣା ଲୋକଙ୍କର ଚିନ୍ତା ବଢ଼ାଇ ଦେଇଛି । ପ୍ରଶାସନ ପକ୍ଷରୁ ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା ହୋଇନଥିବାରୁ ବାରମ୍ବାର ଏଭଳି ଅଘଟଣ ଘଟୁଥିବା ଚର୍ଚ୍ଚା ହେଉଛି ।ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରିଛନ୍ତି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
NKNished Kumar
FollowOct 05, 2025 13:36:280
Report
SMSanjay Mohapatra
FollowOct 05, 2025 13:36:210
Report
ASAmit Singh
FollowOct 05, 2025 13:36:100
Report
RKRaj Kishore
FollowOct 05, 2025 13:35:570
Report
ACAshish Chaturvedi
FollowOct 05, 2025 13:35:420
Report
DSDevendra Singh
FollowOct 05, 2025 13:35:300
Report
ASAshok Singh Shekhawat
FollowOct 05, 2025 13:35:180
Report
KSKartar Singh Rajput
FollowOct 05, 2025 13:34:470
Report
SKShivam Kumar1
FollowOct 05, 2025 13:34:370
Report
GLGautam Lenin
FollowOct 05, 2025 13:34:200
Report
VKVishal Kumar
FollowOct 05, 2025 13:34:060
Report
KSKartar Singh Rajput
FollowOct 05, 2025 13:33:560
Report
NJNEENA JAIN
FollowOct 05, 2025 13:33:42Saharanpur, Uttar Pradesh:सहारनपुर में बेखौफ चोरों ने लाखों की लूट को अंजाम दे डाला । पूरी घटना सीसीटीवी में कैद हो गई । शादी के ठीक पहले लाखों की चपत लगने से पीड़ित परिवार सदमें हैं । अब देखने वाली बात ये है कि पुलिस चोरों को कब तक गिरफ्तार कर पाती है ।
0
Report
SSSUNIL SINGH
FollowOct 05, 2025 13:33:340
Report
KCKULDEEP CHAUHAN
FollowOct 05, 2025 13:33:25Baghpat, Uttar Pradesh:बागपत में एक हैरान करने वाला मामला सामने आया है । यहाँ श्मशान घाट से एक चिता से अस्थियां गायब हो गई । बहराहल इस घटना के बाद से ग्रामीण दहशत में हैं । और पुलिस से पूरे मामले की जांच की मांग की है ।
0
Report