Back
केंदुझर के बलदेवजीउ मंदिर में श्रद्धालुओं की भारी भीड़, दर्शन और मुफ्त प्रसाद
AMABHAYA MOHANTY
Nov 06, 2025 12:25:50
Keonjhar, Odisha
କାର୍ତ୍ତିକ ପୁର୍ଣିମା ରେ ବଳଦେବଜୀଉ ମନ୍ଦିର ରେ ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ ଦେଖିବାକୁ। ମିଳିଛି
ଆଙ୍କର:ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ପ୍ରତ୍ୟୁଷରୁ ଶ୍ରଦ୍ଧାଳୁମାନେ ସ୍ନାନ ସାରି ନିକଟସ୍ଥ ଜଳାଶୟରେ ଡ଼ଙ୍ଗା ଭସାଇବା ପରେ, ପ୍ରଭୁ ଶ୍ରୀବଳଦେବଜୀଉଙ୍କର ଦର୍ଶନ କରିଛନ୍ତି । ଶ୍ରଦ୍ଧାଳୁଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ମହିଳା ଏବଂ ପୁରୁଷ ଭକ୍ତଙ୍କ ପାଇଁ ଅଲଗା ଲାଇନ୍ ର ବ୍ୟବସ୍ଥା କରାଯାଇଥିଲା । ପ୍ରଭୁଙ୍କ ଦର୍ଶନ ପରେ, ଶ୍ରଦ୍ଧାଳୁମାନେ ସାଂସ୍କୃତିକ କାର୍ଯ୍ୟକ୍ରମର ଆନନ୍ଦ ଉଠାଇବା ସହ, କିଛି ସ୍ଵେଛାସେବୀ ସଂଗଠନ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ମାଗଣାରେ ପ୍ରସାଦ ବଣ୍ଟନ କରାଯାଇଥିଲା । ଧର୍ମମାସ କାର୍ତ୍ତିକ ମାସ ଶେଷରେ, କାର୍ତ୍ତିକ ପୂର୍ଣ୍ଣିମାରେ ଏବର୍ଷର ପହିଲି ଶୀତକୁ ଖାତିର ନକରି ସକାଳୁ ଶ୍ରଦ୍ଧାଳୁମାନେ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଦର୍ଶନ କରି ପ୍ରଭୁଙ୍କ କୃପାଲାଭ କରିଛନ୍ତି ।
ବାଇଟ ୧-ଶ୍ରଦ୍ଧାଳୁ ।
ବାଇଟ ୨-ଶ୍ରଦ୍ଧାଳୁ ।
ବାଇଟ ୩-ଶ୍ରଦ୍ଧାଳୁ ।
ବାଇଟ ୪-ଶ୍ରଦ୍ଧାଳୁ ।
ବାଇଟ ୫- ଦେବଦର୍ଶନ ଦାଶ (ପହଣ୍ଡିଆ ସେବକ )
13
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
RKRupesh Kumar
FollowNov 06, 2025 14:35:190
Report
ATAnuj Tomar
FollowNov 06, 2025 14:35:060
Report
RRRakesh Ranjan
FollowNov 06, 2025 14:34:52Noida, Uttar Pradesh:राते आठ बजे के बुलेटिन के लिये ये इनपुट है
0
Report
SSsubhash saheb
FollowNov 06, 2025 14:34:330
Report
ATAnuj Tomar
FollowNov 06, 2025 14:34:190
Report
SPSatya Prakash
FollowNov 06, 2025 14:34:050
Report
PPPraveen Pandey
FollowNov 06, 2025 14:33:550
Report
AKAjay Kashyap
FollowNov 06, 2025 14:33:310
Report
GPGYANENDRA PRATAP
FollowNov 06, 2025 14:33:130
Report
ASASHISH SHRIVAS
FollowNov 06, 2025 14:32:570
Report
DGDeepak Goyal
FollowNov 06, 2025 14:32:410
Report
ASASHISH SHRIVAS
FollowNov 06, 2025 14:32:240
Report
RRRakesh Ranjan
FollowNov 06, 2025 14:32:010
Report
RNRajesh Nilshad
FollowNov 06, 2025 14:31:530
Report
SPSanjay Prakash
FollowNov 06, 2025 14:31:360
Report