Back
केन्दुझर के पटना ब्लॉक में चौथा मेघा स्टील प्लांट शांतिपूर्ण सभा के बीच शुरू
AMABHAYA MOHANTY
Mar 22, 2026 09:00:20
Keonjhar, Odisha
ଶୃଙ୍ଖଳା ସହିତଏକ ପାଦ ଆଗକୁ ଯାଇ ଶେଷ ହେଲା ଚତୁର୍ଥ ମେଘା ଷ୍ଟିଲ ପ୍ଲାଣ୍ଟ ବୈଠକ
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଚେମେଣା ପଂଚାୟତ ର ଧନୁର୍ଜୟପୁର ଗ୍ରାମ ରେ ଆଜି ଶୁକ୍ରବାର ରେ ଚତୁର୍ଥ ମେଘା ଷ୍ଟିଲ ପ୍ଲାଣଟ ଜିନ୍ଦଲ ଓ ପୋଷ୍କ ର ଗ୍ରାମ ସଭା ଶାନ୍ତି ଶୃଙ୍ଖଳା ର ସହିତ ସଫଳତା ର ସହ ଅନୁଷ୍ଠିତ ହୋଇ ଯାଇଛି,, ଏହି କାର୍ଯ୍ୟକ୍ରମ ରେ ଦୁଇ ହଜାର ରୁ ଅଧିକ ଗ୍ରାମ ବାସୀଟେଣ୍ଟ ଭିତରେ ଉପସ୍ଥିତ ଥିବା ବେଳେ ଦୁଇ ହଜାର ରୁ ଅଧିକ ମହିଳା ଟେଣ୍ଟ ବାହାରେ ଉପସ୍ଥିତ ଥିଲେ,, ଏହି ସଭାରେ ଯେତେ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ସମସ୍ତ ଙ୍କ ମୁହଁ ରେ ଗୋଟେ କଥା ଥିଲ-a ସୁନାର କେନ୍ଦୁଝର ଗଠନ ପାଇଁ ମୋହନ ସରକାର ଯେଉଁ ନିଷ୍ପତି ନେଇ ଛନ୍ତି ତାହା ସ୍ୱାଗତ ଯୋଗ୍ୟ,, ଆମକୁ ଦାଦନ ସମସ୍ୟା ରୁ ମୁକ୍ତି ମିଲିବା ସହିତ ଆମର ଉପଯୁକ୍ତ ଦୁଇ ହଜାର ପଚିଶ ଛବିଶ ବିସ୍ଥା ପିତ ନିୟମ ଅନୁଯାଇ ପାଉଣା ଦେବା ପାଇଁ ଅନୁରୋଧ କରିଛନ୍ତି,, କିପରି ଭାବେ ତାଙ୍କର ପିଲାମାନେ ନିଯୁକ୍ତି ପାଇବେ,, ଗ୍ରାମ ରେ ସ୍କୁଲ, କଲେଜ remains with the main content, and details of proper assistance and facilities are discussed,, ଉପଯୁକ୍ତ ମେଡିକାଲ ସହାୟତା,, ପାଣି ବିଜୁଳି ପ୍ରଦାନ,, ଜମିର ସଠିକ ମୂଲ୍ୟ ଦେଲେ ଆମର ଜମି ଦେବା ପାଇଁ କୌଣସି ଅସୁବିଧା ନାହିଁ ବୋଲି ଗ୍ରାମ ବାସୀ କହି ଥିଲେ, ଏହି କାଯ୍ୟକ୍ରମ ରେ କେନ୍ଦୁଝର ର ଅତିରିକ୍ତ ଜିଲ୍ଲା ପାଳ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ,,ଶ୍ରୀ ଉମା ଶଙ୍କର ଦଳାଇ ଉପ ଜିଲ୍ଲା ପାଳ,, ଶ୍ରୀ ଅଶ୍ୱିନୀ କୁମାର ନାୟକ ପାଟଣା ତହাসିଲଦାର,, ଶ୍ରୀ ମାନସ କୁମାର ଦଣ୍ଡ ପାଟ ଗୋଷ୍ଠୀ ଉର୍ନୟନ ଅଧିକାରୀ ସହିତ କେନ୍ଦୁଝର ପୋଲିସ ଓ ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ସହିତ ଏହି କାର୍ଯ୍ୟକ୍ରମ କୁ ସଫଳ କରି ଥିଲେ,
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
SKSHIV KUMAR
FollowMar 22, 2026 10:02:130
Report
KLKANHAIYA LAL SHARMA
FollowMar 22, 2026 10:01:57Mathura, Uttar Pradesh:मथुरा-- फरसा बाले बाबा का मौत का मामला। 14 उपद्रवियों को पुलिस ने किया गिरफ्तार; छाता कोतवाली पुलिस ने सभी को जेल भेजा गया। आरोपियों के पास से बरामद हुए लाठी डंडे, पत्थर.
0
Report
RRRakesh Ranjan
FollowMar 22, 2026 10:01:430
Report
DGDeepak Goyal
FollowMar 22, 2026 10:01:300
Report
AKAshok Kumar1
FollowMar 22, 2026 10:01:15Noida, Uttar Pradesh:झज्जर के नौगामा गाँव का लेफ्टिनेंट अमित जाखड़ कमांडो कोर्स के दौरान हुए शहीद
0
Report
RSR.B. Singh
FollowMar 22, 2026 10:00:420
Report
AMAjay Mishra
FollowMar 22, 2026 10:00:190
Report
NSNAVEEN SHARMA
FollowMar 22, 2026 09:51:26744
Report
SKSantosh Kumar
FollowMar 22, 2026 09:49:30Noida, Uttar Pradesh:डांस शुरू होने से पहले खत्म हो गया
770
Report
DCDILIP CHOUDHARY
FollowMar 22, 2026 09:49:18734
Report