Back
केन्दुजहर विश्वविद्यालय के अतिथि शिक्षक 3 महीने से वेतन न मिलने पर आन्दोलित
AMABHAYA MOHANTY
Oct 16, 2025 12:50:17
Keonjhar, Odisha
କେନ୍ଦୁଝର ଧରଣୀଧର ବିଶ୍ବବିଦ୍ୟାଳୟର ୫୭ଜଣ ଅତିଥି ଅଧ୍ୟାପକ ୩ମାସ ହେଲା ଦରମା ନପାଇ ଆନ୍ଦୋଳନରେ ବସିଛନ୍ତି । ଗତ ୩ମାସ ଧରଣୀଧର ବିଶ୍ବବିଦ୍ୟାଳୟର ଯୋଗାଯୋଗ ଧରଣାରେ ଅଂଶଗ୍ରହଣ କରୁଥିବା ସତ୍ତ୍ୱେ, ସେମାନଙ୍କୁ ସେମାନଙ୍କର ପ୍ରାପ୍ୟ ମିଳିପାରୁନାହିଁ । ଅନ୍ୟ ବିଶ୍ଵବିଦ୍ୟାଳୟରେ, ଅତିଥି ଅଧ୍ୟାପକମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ତରଫରୁ ପୁନଃ নିଯୁକ୍ତି ପତ୍ର ଦେବା ସହ, ସେମାନଙ୍କୁ ଦରମା ପ୍ରଦାନ କରାଯାଉଛି । ଏଠାରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ତଦନ୍ତ କମିଟି ଏସମ୍ପର୍କରେ ରିପୋର୍ଟ ପ୍ରଦାନ କରିସାରିଛନ୍ତି । ବିଶ୍ଵବିଦ୍ୟାଳୟ ପକ୍ଷରୁ ଗତ ୯ ତାରିଖରେ ଜଣେ ସିଣ୍ଡିକେଟ୍ ସଭ୍ୟଙ୍କୁ ନେଇ ଏସମ୍ପର୍କରେ ଆଲୋଚନା ଶେଷ ହୋଇଥିବା ବେଳେ, ଅତିଥି ଅଧ୍ୟାପକମାନେ ସେମାନଙ୍କ ପ୍ରାପ୍ୟ ନପାଇବାରୁ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅନ୍ୟପଟେ, ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିଥିବାରୁ, ଅତିଥି ଅଧ୍ୟାପକମାନେ ଆନ୍ଦୋଳନ ନକରିବାକୁ ଅନୁରୋଧ କରିଛନ୍ତି ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର୍ । ଗତ ଜୁନ୍ ୩୦ ତାରିଖରେ ଅତିଥି ଅଧ୍ୟାପକମାନଙ୍କର କଣ୍ଟ୍ରାକ୍ଟ ସମୟସୀମା ଶେଷ ହୋଇଥିବା ବେଳେ, ଏହାକୁ ବୃଦ୍ଧି କରିବାକୁ ସରକାରଙ୍କୁ ଚିଠି ଦ୍ଵାରା ଅବଗତ କରାଯାଇଥିବା ସେ କହିଛନ୍ତି ।
14
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
PCPranay Chakraborty
FollowNov 16, 2025 11:47:570
Report
DKDeepesh Kumar
FollowNov 16, 2025 11:47:470
Report
DKDeepesh Kumar
FollowNov 16, 2025 11:46:560
Report
SKSumit Kumar
FollowNov 16, 2025 11:46:390
Report
सासनी के बिजलीघर पर मंदिर में स्थापित पथवारीमाता की मूर्ति को शरारती तत्वों ने कूड़े के ढेर में फेंका
0
Report
AKAtul Kumar Yadav
FollowNov 16, 2025 11:46:260
Report
MTMD. TARIQ
FollowNov 16, 2025 11:46:000
Report
DKDARSHAN KAIT
FollowNov 16, 2025 11:45:450
Report
0
Report
SKSACHIN KASABE
FollowNov 16, 2025 11:45:18Pandharpur, Maharashtra:पंढरपूर नगरपालिक में भालके की बहू प्रणिता ने नगराध्यक्ष पद के लिए दाखिला किया
0
Report
0
Report
0
Report
0
Report
NJNitish Jha
FollowNov 16, 2025 11:34:440
Report
DTDinesh Tiwari
FollowNov 16, 2025 11:34:330
Report