Back
पारादीप के दो भाइयों के घर जलकर खाक, प्रशासन ने पुनर्वास की घोषणा
NBNARAYAN BEHERA
Feb 15, 2026 08:17:59
Paradeep, Odisha
ପାରାଦୀପ ବୃନ୍ଦାବନ କଲୋନୀ ୯ନଂ ଓ୍ବାର୍ଡ ର ୫ନଂ ବସ୍ତିରେ ରହୁଥିବା ଦୁଇଭାଇ ଅଶୋକ ସ୍ବାଇଁ ଓ ବାବୁଲି ସ୍ବାଇଁଙ୍କ ଘର ସଂନ୍ଧ୍ୟା ରେ କୌଣସି ବସତଃ ନିଆଁଲାଗି ୪ବଖରା ଘର ସମ୍ପୂର୍ଣ୍ଣ ପୋଡି ହୋଇ ଘରର ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଛି। ଏଭଳି ଦୁଖଦ ଖବର ପାଇ ସ୍ଥାନୀୟ ବିଧାୟକ ତଥା ଶୀଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ସର୍ବଶାନ୍ତ ହୋଇ ପଡିଥିବା ପରିବାରଙ୍କୁ ଆସି ଭେଟିଥିଲେ। କିପରି ପୁନର୍ବାର ସେମାନେ ଘର କରି ନିଜେ ଠିଆ ହେବେ ସେନେଇ ପ୍ରଶାସନିକ ସ୍ତରରେ ଯାହା କିଛି ସମ୍ଭବ ତାହା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେବା ସହିତ ନିଜੇ ମଧ୍ୟ କିଛି ସାହାଯ୍ୟ କରିଥିଲେ। ଏଭଳି ଦୁଖଦ ସମୟରେ ବୃନ୍ଦାବନ କଲୋନୀ ବାସୀ ଘରକୁ ଘର ବୁଲି ସର୍ବଶାନ୍ତ ହୋଇ ପଡିଥିବା ପରିବାର ଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରାଯାଇଛି ବୋଲି oବାର୍ଡ ର ପାରିଷଦ ସୁବ୍ରତ ପ୍ରଧାନ କହିଛନ୍ତି। ତେବେ ଘରେ କେହି ନଥିବା ସମୟରେ ହଠାତ୍ ନିଆଁଲାଗି ୪ବଖରା ସହ ସମ୍ପୂର୍ଣ୍ଣ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
KCKumar Chandan
FollowFeb 15, 2026 09:52:160
Report
RRRakesh Ranjan
FollowFeb 15, 2026 09:52:04Noida, Uttar Pradesh:सिर पर तलवार रखकर 'बेली डांस'
0
Report
KRKishore Roy
FollowFeb 15, 2026 09:51:540
Report
VKVishal Kumar
FollowFeb 15, 2026 09:51:430
Report
SRSANDEEP RATHORE
FollowFeb 15, 2026 09:51:270
Report
VSVishnu Sharma
FollowFeb 15, 2026 09:50:460
Report
SRSANDEEP RATHORE
FollowFeb 15, 2026 09:50:230
Report
ASARUN SINGH
FollowFeb 15, 2026 09:50:120
Report
ASArvind Singh
FollowFeb 15, 2026 09:49:550
Report
KLKANHAIYA LAL SHARMA
FollowFeb 15, 2026 09:49:160
Report
ADArvind Dubey
FollowFeb 15, 2026 09:48:500
Report