Back
Paradip संतोषी प्लाज़ा होटल में किराये के विवाद चलते लाइन और पानी काटे गए
NBNARAYAN BEHERA
Sept 30, 2025 12:05:39
Paradeep, Odisha
ପାରାଦୀପ ବଡପଡିଆ ମାର୍କେଟ ସ୍ଥିତ ସନ୍ତୋଷୀ ସୁଇଟ୍ସ ଓ ରେଷ୍ଟୁରାଣ୍ଟରେ ଲଜ୍ ସନ୍ତୋଷୀ ପ୍ଲାଜା ମୁଲିକଙ୍କ ନାମରେ ଅଭିଯୋଗ ଆଣିଛନ୍ତି ଭଡା ସୂତ୍ରରେ ନେଇଥିବା ସନ୍ତୋଷୀ ସୁଇଟ୍ସ ବ୍ୟବସାୟୀ। ବ୍ୟବସାୟୀ ଜଣଙ୍କ ଦୁଇ ବର୍ଷ ପାଇଁ ସନ୍ତୋଷୀ ପ୍ଲାଜା ମାଲିକଙ୍କ ସହିତ ଚୁକ୍ତି କରିଥିବା ବେଳେ ଭଡା ଦେବାର ୩ମାସ ପରେ ମାଲିକ ଆହୁରି ଅଧିକା ଭଡା ଦାବି କରିଥିଲେ। ଅଧିକା ଭଡା ନଦେଲେ ଦୋକାନ ଛାଡିବାକୁ କହି ଦୋକାନ ର ଲାଇନ ଓ ପାଣି କାଟି ଦେଇଛନ୍ତି ବୋଲି କହିଛନ୍ତି ବ୍ୟବସାୟୀ ଜଣଙ୍କ। ଏହାକୁ ନେଇ ବଣିକସଂଘ ଓ ଥାନାରେ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ସବୁକୁ ବେଖାତିର କରିଥିଲେ ଲଜ୍ ମାଲିକଙ୍କ ପତ୍ନୀ। ଯାହା ଫଳରେ ଆଜି ଲଜ୍ ମାଲିକଙ୍କ ପତ୍ନୀ ଦୋକାନ ର ସମସ୍ତ ଖାଦ୍ୟ ସାମଗ୍ରୀ ରାସ୍ତା କୁ ଫୋପାଡ଼ି ଦେଇଥିଲେ ବୋଲି କହିଛନ୍ତି ବ୍ୟବସାୟୀ ଜଣଙ୍କ। ଘଟଣା ସଂବାଦକୁ ନେଇ ପାରାଦୀପ ପୋର୍ଟ ବଣିକ ସଂଘ ଓ ଥାନାରେ ଆଶ୍ରୟ ନେବା ପରେ ଘଟଣାସ୍ଥଳରେ ପାରାଦୀପ ଆଦର୍ଶ ଥାନା ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଉଭୟ ପକ୍ଷ ଙ୍କୁ ଥାନା କୁ ନେଇ ଯାଇଛନ୍ତି। ସନ୍ତୋଷ ପ୍ଲାଜା ମାଲିକଙ୍କ ଏଭଳି ଆଚରଣ କୁ ନେଇ ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ ଲଜ୍ ମାଲିକଙ୍କ ପତ୍ନୀ ଏହାକୁ ଅମାନ୍ୟ କରିଛନ୍ତନା। ଏଭଳି ଘଟଣା କୁ ପାରାଦୀପ ପୋର୍ଟ ବଣିକ ସଂଘ ନିନ୍ଦା କରିବା ସହିତ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତ୍ତି ବଣିକସଂଘର ସଭାପତି।
1
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
AOAjay Ojha
FollowSept 30, 2025 13:51:230
Report
ABAnnu Babu Chaurasia
FollowSept 30, 2025 13:50:100
Report
RKRaj Kumar Bhati
FollowSept 30, 2025 13:49:541
Report
AKAshok Kumar1
FollowSept 30, 2025 13:49:420
Report
ANAnil Nagar1
FollowSept 30, 2025 13:49:320
Report
GMGANESH MOHALE
FollowSept 30, 2025 13:49:210
Report
OSONKAR SINGH
FollowSept 30, 2025 13:49:030
Report
NTNagendra Tripathi
FollowSept 30, 2025 13:47:500
Report
MSManish Sharma
FollowSept 30, 2025 13:47:380
Report
PPPraveen Pandey
FollowSept 30, 2025 13:46:570
Report
VPVEDENDRA PRATAP SHARMA
FollowSept 30, 2025 13:46:480
Report
PTPawan Tiwari
FollowSept 30, 2025 13:46:320
Report
SJSantosh Jaiswal
FollowSept 30, 2025 13:46:22Chandauli, Uttar Pradesh:चंदौली लेखपाल का रिश्वत लेते वीडियो वायरल हुआ है । जिसमें वो किसान से उगाही करते नजर आ रहा है । वहीं लेखपाल की रिश्वतखोरी से भड़के ग्रामीणों ने लेखपाल को निलंबित किए जाने की मांग की है
0
Report
PKPREMENDRA KUMAR
FollowSept 30, 2025 13:46:100
Report
ASAshok Singh Shekhawat
FollowSept 30, 2025 13:45:580
Report