Back
Paradip बंदर के रेल ट्रैक हादसे में दो मजदूरों के पैर कटे, अस्पताल में भर्ती
NBNARAYAN BEHERA
Oct 15, 2025 15:17:17
Paradeep, Odisha
ପାରାଦୀପ ବନ୍ଦର ମଧ୍ୟରେ ରେଳ ଟ୍ରାକ୍ ଲାଇନ କାର୍ଯ୍ୟ କରୁଥିବା ସମୟରେ ଦୁର୍ଘଟଣା। ଦୁଇ ଶ୍ରମିକଙ୍କ କଟିଗଲା ଗୋଡ। ଗୁରୁତର ଅବସ୍ଥାରେ ପ୍ରଥମେ ପାରାଦୀପ ଅଠରବାଙ୍କୀ ମେଡ଼ିକାଲ ଓ ପରେ କଟକ ସ୍ଥାନାନ୍ତର। ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଛି ଶ୍ରମିକଙ୍କ ମଧ୍ୟରେ ଦେଖା ଯାଇଥିଲା ଉତେଜନା। ଶ୍ରମିକ ଓ କମ୍ପାନୀ ଅଧିକାରୀଙ୍କ ସହ ଯୁକ୍ତି ତର୍କ। ଆଜି ଅପରାହ୍ନ ସମୟରେ ପାରାଦୀପ ବନ୍ଦର ଅଧିନରେ କାର୍ଯ୍ୟ କରୁଥିଲେ ଇଂଡିଆନ୍ ପୋର୍ଟ ରେଲୱେ ଆଣ୍ଡ ରୋପ କର୍ପୋରେସନ୍ ଲିମିଟେଡ୍ (IPRSC) ରେ ଶ୍ରମିକମାନେ। ହଠାତ କୌଣସି କାରଣରୁ ରେଳ ଟ୍ରାକ୍ ଲାଇନ୍ ଛିଟିକି ପଡିବାରୁ ଦୁଇ SHରମିକଙ୍କର ଗୋଡ ରେ ମାଡ ହୋଇ ଗୋଡ କଟିଯାଇ ଗୁରୁତର ଭାବେ ପ୍ରଥମେ ପାରାଦୀପ ଅଠରବାଙ୍କୀ ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ତେବେ ଜଣେ ଶ୍ରମିକର ଗୋଟିଏ ଗୋଡ କଟିଥିବା ବେଳେ ଅନ୍ୟ ଜଣଙ୍କର ଦୁଇଟି ଗୋଡ କଟିଥିବା ଜଣାପଡିଛି। ତେବେ ଘଟଣା ନେଇ ପାରାଦୀପ ବନ୍ଦର ଏବଂ IP RSC ର ଅଧିକାରୀଙ୍କୁ ସଂସଥାପନାରେ ପାରାଦୀପ ପୋର୍ଟ ଆଣ୍ଡ ଡକ ମଜଦୁର ସଂଘର ଦାବୀ ସହୀତ କ୍ଷତି ପୂରଣ ଦାବୀ କରାଯାଉଛି।
14
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
AKAtul Kumar Yadav
FollowNov 08, 2025 12:57:370
Report
SJSantosh Jaiswal
FollowNov 08, 2025 12:57:110
Report
0
Report
VKVINOD KANDPAL
FollowNov 08, 2025 12:56:550
Report
RMRAJESH MISHRA
FollowNov 08, 2025 12:56:240
Report
AKAtul Kumar Yadav
FollowNov 08, 2025 12:55:590
Report
0
Report
AMATUL MISHRA
FollowNov 08, 2025 12:55:040
Report
SKSHIV KUMAR
FollowNov 08, 2025 12:54:500
Report
ASANIMESH SINGH
FollowNov 08, 2025 12:54:380
Report
PKPushpender Kumar
FollowNov 08, 2025 12:54:190
Report
DSDanvir Sahu
FollowNov 08, 2025 12:53:550
Report
SPSatya Prakash
FollowNov 08, 2025 12:53:390
Report
AMATUL MISHRA
FollowNov 08, 2025 12:53:270
Report
ADArvind Dubey
FollowNov 08, 2025 12:53:170
Report