Back
जगतसिंहपुर में श्री जगन्नाथ दर्शन योजना का शुभारम्भ, 148 बुजुर्ग नागरिक उपस्थित
NBNARAYAN BEHERA
Mar 11, 2026 04:30:26
Paradeep, Odisha
ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ । ତେବେ ଜିଲ୍ଲାର ୧୪୮ ଜଣ ବୟସ୍କ ନିରାକାର ବ୍ୟକ୍ତି ମାନଙ୍କୁ ପୁରୀ ଅଭିମୁଖେ ବସ ବାହାରିଛି । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ରାਉତ, ପୋୖରାଧ୍ୟକ୍ଷା ଅର୍ଚ୍ଚନା ସିଂ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରତିଚୀ ତନୟା ମହାନ୍ତି, ପୌର ନିର୍ବାହୀ ଅଧିକାରୀ ସୀମା ଜେନା ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଜଗତସିଂହପୁର ଜିଲ୍ଲାର ୧୪୮ ଜଣ ବରିଷ୍ଠ ନାଗରିକ ମାନେ ଜଗନ୍ନାଥ ଦର୍ଶନ ପାଇଁ ଯାଇଥିବା ବେଳେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
KKKRISNDEV KUMAR
FollowMar 11, 2026 05:45:110
Report
YNYogesh Nagarkoti
FollowMar 11, 2026 05:34:170
Report
SHSAYED HUSSAIN AKHTAR
FollowMar 11, 2026 05:34:050
Report
KKKRISNDEV KUMAR
FollowMar 11, 2026 05:33:530
Report
HBHeeralal Bhati
FollowMar 11, 2026 05:33:360
Report
AMAsheesh Maheshwari
FollowMar 11, 2026 05:33:250
Report
MJManoj Jain
FollowMar 11, 2026 05:33:160
Report
SKSantosh Kumar
FollowMar 11, 2026 05:33:040
Report
NGNakibUddin gazi
FollowMar 11, 2026 05:32:300
Report
NJNarendra Jaiswal
FollowMar 11, 2026 05:32:210
Report
SMSanjay Mohapatra
FollowMar 11, 2026 05:32:060
Report
AKAshok Kumar1
FollowMar 11, 2026 05:31:530
Report
WJWalmik Joshi
FollowMar 11, 2026 05:31:440
Report
AMAsheesh Maheshwari
FollowMar 11, 2026 05:31:360
Report