Back
परादीप में वरिष्ठ पत्रकार रमाकांत दास पर हमला; बदमाशों ने गम्भीर चोट पहुंचाई
NBNARAYAN BEHERA
Nov 07, 2025 08:14:28
Paradeep, Odisha
ସମ୍ବାଦିକଙ୍କୁ ଚୋରା ମଦ ବ୍ୟବସାୟୀଙ୍କ ଆକ୍ରମଣ। ବିଭିନ୍ନ ମାରଣାସ୍ତ୍ରରେ ସଙ୍ଘବଦ୍ଧ ଭାବେ ଆକ୍ରମଣ ହୋଇଛି। ଗୁରୁତର ସାମ୍ବାଦିକ ରମାକାନ୍ତ ଦାସ କଟକ ସ୍ଥାନାନ୍ତର। ତାଙ୍କର ମୁଣ୍ଡ, ଗୋଡ଼୍ ଓ ଅଣ୍ଟାରେ ଲାଗିଛି ଗଭୀର ଆଘାତ। ଗତ କିଛି dିନ ମଧ୍ୟରେ ଦୁଇଥର ଆକ୍ରମଣ କରିଛନ୍ତି ଦୁର୍ବୁତ୍ତ। ଘରକୁ ଫେରୁଥିବା ସମୟରେ କୁଜଙ୍ଗ ଥାନା ବାଲିତୁଠ ନିକଟରେ ହୋଇଛି ଆକ୍ରମଣ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ଅଞ୍ଚଳର ବଡବୁଦା ଗ୍ରାମରେ ଦୀର୍ଘଦିନ ଧରି ଚୋରାମଦ ଓ ବ୍ରାଉନ ସୁଗାର ବେପାର କରୁଥିବା ଗୁରିଆ ବେହେରାଙ୍କ ପୁଅ ସୁଶୀଳ ବେହେରା ଓରଫ (ବୁଦା)ଙ୍କ ଆକ୍ରମଣରେ ବାଲିତୁଠ ଅଞ୍ଚଳର ଦୈନିକ ଖବରକାଗଜ ଓଡିଶା ଭାସ୍କର ର ପ୍ରତିନିଧି ରମାକାନ୍ତ ଦାସ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ରମାକାନ୍ତ ଏରସମା ରୁ ନିଜ ଗ୍ରାମ ବାଲିତୁଠ କୁ ଫେରୁଥିବା ବେଳେ ଗ-ପୁର୍ ସ୍ଥିତ ପୋସ୍କୋ କଲୋନୀ Nକଟରେ ତାଙ୍କ ମୋଟର ସାଇକଲ କୁ ଧକ୍କାଦେଇ ତଳେ ପକାଇ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ବାୟୁ ଦୁର୍ବୁତ ମାନେ ସେଠାରୁ ପଳାଇ ଯାଇଥିଲେ। ରମାକାନ୍ତ କୁ ଗୁରୁତର ଭାବେ ପ୍ରଥମେ କୁଜଙ୍ଗ ଓ ପରେ କଟକ ସ୍ଥାନାନ୍ତର କରା ଯାଇଛି। ହେଲେ ଗତ ଅକ୍ଟୋବର ୧୨ ଓ ନଭେମ୍ବର ୪ତାରିଖରେ ରମାକାନ୍ତଙ୍କୁ ମାଡ଼ମାରିଥିବା ନେଇ କୁଜଙ୍ଗ ଥାନାରେ ଅଭିଯୋଗ କରା ଯାଇଥିଲା। ଏହି ଘଟଣାକୁ ଆଧାର କରି ପୁନର୍ବାର ରମାକାନ୍ତଙ୍କୁ ଉପରେ ମାରଣାତ୍ମକ ଆକ୍ରମଣ କରିଛି ବୋଲି ଅଭିଯୋଗ ହୋଇଛି। ଉକ୍ତ ଘଟଣାକୁ ନେଇ ପୋଲିସ ତଦନ୍ତ chଳାଇଥିବା ଜଣାପଡ଼ିଛି।
6
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
RKRANJEET Kumar OJHA
FollowNov 07, 2025 10:59:530
Report
RKRajesh Kumar Sharma
FollowNov 07, 2025 10:59:360
Report
SKSandeep Kumar
FollowNov 07, 2025 10:59:220
Report
AMAnkit Mittal
FollowNov 07, 2025 10:59:100
Report
SDSurendra Dasila
FollowNov 07, 2025 10:58:060
Report
AGAyan Ghosal
FollowNov 07, 2025 10:57:26Kolkata, West Bengal:राज्य में राज्य संगीत बजेगा। स्कूल में गाया जाएगा। इसमें आश्चर्य की क्या बात हे? और जिसको इसमें आपत्ति हे वो बंगाल विरोधी हे。
0
Report
KAKapil Agarwal
FollowNov 07, 2025 10:57:190
Report
KKKamal Kumar
FollowNov 07, 2025 10:57:070
Report
SKSantosh Kumar
FollowNov 07, 2025 10:56:560
Report
SBSharad Bhardwaj
FollowNov 07, 2025 10:56:410
Report
JDJAYESHBHAI DOSHI
FollowNov 07, 2025 10:56:220
Report
MSMAYUR SHUKLA
FollowNov 07, 2025 10:56:020
Report
ASABDUL SATTAR
FollowNov 07, 2025 10:55:500
Report
NJNitish Jha
FollowNov 07, 2025 10:55:350
Report
ASABHISHEK SHARMA1
FollowNov 07, 2025 10:55:160
Report