Back
राजस्थान में 14वां राष्ट्रीय PARA जूडो चैंपियनशिप Paradip इंडोर स्टेडियम में प्रशिक्षण शुरू
NBNARAYAN BEHERA
Dec 10, 2025 09:15:25
Paradeep, Odisha
ୋଡିଆରେ ୨୫ଜଣ ଦୃଷ୍ଟିହୀନ ଜୁଡୋ ଖେଳାଳୀଙ୍କୁ پارادୀପ ଇନଡୋର ଷ୍ଟାଡିୟମରେ ପ୍ରଶିକ୍ଷଣ ଦିଆଯାଉଛି। ଏହି ଶିବିର ରେ ସେମାନଙ୍କୁ ପ୍ରତ୍ୟେକ ଦିନ ସକାଳ o ସଂଧ୍ୟାରେ ଜୁଡୋ କୋଚ୍ ଲୋପାମୁଦ୍ରା ପତି o ବିଶ୍ବଜିତ୍ ମହାରୀ ପ୍ରଶିକ୍ଷଣ ଦେଉଥିବା ବେଳେ ୧୫ଦିନ ଧରି ପାରାଦୀପ ବନ୍ଦର ତରଫରୁ ସେମାନଙ୍କ ରହିବା ଖାଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ୨୫ଜଣ dୃଷ୍ଟିহୀන ଜୁଡୋ ଖେଳାଳୀମାନେ ରାଜ୍ୟ ସ୍ତରୀୟ କିମ୍ବା କାନ୍ତ୍ରାଜାତୀୟ ସ୍ତରରେ ଖେଳିବା ପାଇଁ ସେତିକି ଆନ୍ତରିକତା ଓ ଆତ୍ମ ବିଶ୍ବାସ ରହିଛି ବୋଲି କହିଛନ୍ତି। ୧୪ତମ ପାରା ଜୁଡୋ ଚମ୍ପିଅନସିପ ପାଇଁ ଜୁଡୋ କୋଚ୍ ଲୋପାମୁଦ୍ରା ପତି ଦିନରାତି ଜୁଡୋ କୌଶଳ ଉପରେ ପ୍ରଶିକ୍ଷଣ ଦେଉଛନ୍ତି। ସମସ୍ତ ପାରା ଜୁଡୋ ଖେଳାଳୀମାନେ ରାଜଯ୍ୟରେ ହେବାକୁ ଥିବା ପାରା ଜୁଡୋ ଚମ୍ପିଅନସିପ ପାଇଁ ପ୍ରଶିକ୍ଷଣ ନେବା ସହିତ ନିଶ୍ଚିତ ମେଡାଲ ଆଣିବା ପାଇଁ ଆଶା ରଖିଛନ୍ତି। ୧୫ଦିନିଆ ପ୍ରଶିକ୍ଷଣ ସମୟରେ ପାରାଦୀପ ବନ୍ଦରର ସମସ୍ତ ଖାଦ୍ୟପେୟ ଓ ରହିବା ବ୍ୟବସ୍ଥା ଯୋଗାଇ ଦିଆଯାଇଥିବା ବେଳେ ଇଫ୍କୋ ସାର କାରଖାନାତରଫରୁ ଖେଳାଳୀମାନଙ୍କ ପାଇଁ ড୍ରେସ୍ ଓ ଟ୍ରେନ ରେ ଯାତାୟାତ କରିବା ପାଇଁ ସମସ୍ତ ସହଯୋଗ ରହିଛିବୋଲି ଓଡିଶା ଦୃଷ୍ଟିହୀନ ଏବଂ ଯୁଡୋ କୋଚ୍ ସେକ୍ରେଟାରୀ ଲୋପାମୁଦ୍ରା ପତି କହିଛନ୍ତି।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
0
Report
0
Report
0
Report
0
Report
0
Report
0
Report
0
Report
छत्तीसगढ़ की 10,000 साल पुरानी गुफा पेंटिंग्स में UFO और एलियन? रोहेला लोगों का रहस्य!Old Cave Paint
0
Report
1
Report
0
Report
0
Report
0
Report
1
Report