Back
गोपालपुर बेलाभूमि में बॉइत बांधण उत्सव का शुभारम्भ
PPPREMANANDA PUJARI
Nov 05, 2025 11:17:58
Tehran, Tehran Province
ଗୋପାଳପୁର ବେଳାଭୂମିରେ ବୋଇତ ବନ୍ଦାଣ ଉତ୍ସବର ଶୁଭାରମ୍ଭ ଗୋପାଳପୁର ବେଳାଭୂମି ରେ ଆଜି ତିନିଦିନିଆ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବୋଇତ ବନ୍ଦାଣ ଉତ୍ସବର ଶୁଭାରମ୍ଭ ହୋଇଯାଇଛି। ଆୟୋଜିତ ଏହି ଉତ୍ସବର ଉଦ୍ଘାଟନ କଲେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଭି. କାର୍ତ୍ତିଭାସନ ଯୋଗଦେଇ ଶୁଭାରମ୍ଭ କରିଛନ୍ତନ୍ତି । ଉପସ୍ଥିତ ଅତିଥିମାନେ ମଧ୍ୟ ଦୀପ ପ୍ରଜ୍ୱଳନ ମାଧ୍ୟମରେ ଉତ୍ସବର ଆରମ୍ଭ କରି ଦର୍ଶକଙ୍କୁ ଉତ୍ସାହିତ କରିଥିଲେ। “ଗୋପାଳପୁର ବେଳାଭୂମି ମାତ୍ର ପର୍ଯ୍ୟଟନ ସ୍ଥଳ ନୁହେଁ, ଏହା ଓଡ଼ିଆ ଐତିହ୍ୟ ଓ ସାଂସ୍କୃତିକ ପରମ୍ପରାର ପ୍ରତୀକ। ଏପରି ଉତ୍ସବ ମାଧ୍ୟମରେ ସ୍ଥାନୀୟ ଶିଳ୍ପୀ, ଯୁବ ସଂଗୀତଜ୍ଞ ଓ ଲୋକସଂସ୍କୃତିକୁ ପ୍ରୋତ୍ସାହନ ମିଳିବା ସହ ଗୋପାଳପୁରକୁ ଆନ୍ତର୍ଜାତୀୟ ପର୍ୟ୍ୟଟନ ମାନଚିତ୍ରରେ ସୁପ୍ରତିଷ୍ଠିତ କରିବ।” ର ଲକ୍ଷ ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି। ଏହି ଅବସରରେ ବ୍ରହ୍ମପୁର ଏସପିଙ୍କ ସମେତ ବ୍ରହ୍ମପୁର କମିସନର , ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଆଜି ବେଳାଭୂମି ରେ ନୈକାବିହାର କରାଯିବା ସହ ପାରମ୍ପରିକ ଭାବେ ବୋଇତ ଭସାଣି କରାଯାଇଛି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
HSHITESH SHARMA
FollowNov 05, 2025 13:40:280
Report
SKSundram Kumar
FollowNov 05, 2025 13:40:110
Report
ATAlok Tripathi
FollowNov 05, 2025 13:40:020
Report
BSBHUPENDAR SINGH SOLANKI
FollowNov 05, 2025 13:39:530
Report
AKAshwani Kumar
FollowNov 05, 2025 13:39:420
Report
JCJitendra Chaudhary
FollowNov 05, 2025 13:39:130
Report
MKMANOJ KUMAR
FollowNov 05, 2025 13:38:270
Report
RKRishikesh Kumar
FollowNov 05, 2025 13:37:590
Report
IAImran Ajij
FollowNov 05, 2025 13:37:440
Report
ASAshok Singh Shekhawat
FollowNov 05, 2025 13:37:240
Report
MDMahendra Dubey
FollowNov 05, 2025 13:37:010
Report
BSBhanu Sharma
FollowNov 05, 2025 13:36:440
Report
SSSUNIL SINGH
FollowNov 05, 2025 13:36:270
Report
PKPREMENDRA KUMAR
FollowNov 05, 2025 13:36:140
Report
ADArvind Dubey
FollowNov 05, 2025 13:35:590
Report