Back
Paradip में Zilla Truck मालिकों के साथ प्रशासन का टकराव तेज
NBNARAYAN BEHERA
Sept 11, 2025 11:15:56
Paradeep, Odisha
Slug - Zilla Truck
Dt - 11/09/2025
Place - Paradip
Format - Avo
Anchor - ଜଗତସିଂହପୁର ଜିଲ୍ଲା ଟ୍ରକ ମାଲିକ ସଂଘରେ ଚାଲେ ନାହିଁ ଗଣତନ୍ତ୍ର ଶାସନ, ଚାଲୁଥିଲା ରାଜା ଶାସନ । ସଂଘରେ ଗଣତନ୍ତ୍ର ପ୍ରତିଷ୍ଠା ଲାଗି ସଂଘ ର କିଛି ସଦସ୍ୟ ମାନେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେବା ପରେ ସେମାନେ ଆଜି ନ୍ୟାୟ ପାଇଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରକାଶ କରିଛନ୍ତି। ପାରାଦୀପ ରେ ଥିବା ଜଗତସିଂହପୁର ଜିଲ୍ଲା ଟ୍ରକ ମାଲିକ ସଂଘରେ ଦୀର୍ଘ ୧୮ବର୍ଷ ଧରି କର୍ମକର୍ତ୍ତା ନିର୍ବାଚନ ହୋଇନାହିଁ । ଏନେଇ କେହି ମୁହଁ ଖୋଲିଲେ ସେମାନଙ୍କୁ ସଂଘରୁ ନିଲମ୍ବିତ କରି ଦିଆ ଯାଉଛି। ଏନେଇ ଅନେକ ଗାଡି ମାଲିକ ଭୟଭୀତ ରେ ରହୁଥିବା ବେଳେ ଦୀର୍ଘ ୯ମାସ ହେବ କିଛି ଗାଡି ମାଲିକ ଜିଲ୍ଲା ପ୍ରଶାସନ ର ଦ୍ବାରସ୍ଥ ହୋଇଥିଲେ। ପାରାଦୀପ ଏଡିଏମ୍, ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ବେଆଇନ ଭାବେ ସଂସ୍ଥା କୁ ଚଳାଉଥିବା କର୍ମକର୍ତ୍ତା ଙ୍କୁ ହଟାଇ ପାରାଦୀପ ଏଡିଏମ୍, ଜଗତସିଂହପୁର ଆର୍.ଟି.ଓ, ପାରାଦୀପ ଏ.ଏସ୍.ପି, ଙ୍କୁ ଦାୟିତ୍ୱ ଦାୟିତ୍ୱ ଦିଆ ଯାଇଛି ବୋଲି ଗାଡି ମାଲିକମାନେ ପାରାଦୀପ ପୋର୍ଟ ବଣିକ ସଂଘରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସଂଘରେ ଗଣତନ୍ତ୍ର ଶାସନ ପାଇଁ ଖୁବଶୀଘ୍ର କର୍ମକର୍ତ୍ତା ନିର୍ବାଚନ କରିବା ପାଇଁ ଦାୟିତ୍ୱ ଗ୍ରହଣ କରିଥିବା ପ୍ରଶାସନ କୁ ଗାଡି ମାଲିକ ମାନେ ଅନୁରୋଧ କରିଛନ୍ତି।
ବାଇଟ -୧-
ବାଇଟ -୨-
ପାରାଦୀପ ରୁ ନାରାୟଣ ବେହେରା (ଜୀ ମିଡିଆ)
14
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
ADArjun Devda
FollowSept 13, 2025 10:40:480
Report
69 वीं राज्यस्तरीय फुटबॉल प्रतियोगिता का आगाज सोमवार से,41 जिलों की 48 टीमों के 864 खिलाड़ी लेंग भाग
0
Report
AKAtul Kumar Yadav
FollowSept 13, 2025 10:40:34Gonda, Uttar Pradesh:ये इनपुट शाम सात बजे के बुलेटिन के लिये है
1209ZUP_GND_CMO_BAYAN_R2
WKT WITH HOSPITAL SEAL SVS HOSPITAL
0
Report
DBDURGESH BISEN
FollowSept 13, 2025 10:39:333
Report
AKAtul Kumar Yadav
FollowSept 13, 2025 10:39:190
Report
RSR.B. Singh
FollowSept 13, 2025 10:39:060
Report
SPSatya Prakash
FollowSept 13, 2025 10:38:540
Report
RKRakesh Kumar Bhardwaj
FollowSept 13, 2025 10:38:300
Report
ASArvind Singh
FollowSept 13, 2025 10:38:200
Report
SPSatya Prakash
FollowSept 13, 2025 10:38:07Raipur, Chhattisgarh:न्यूड पार्टी को लेकर दो पीटीसी भेजी गई है इस स्लग से.....
0
Report
RKRakesh Kumar Bhardwaj
FollowSept 13, 2025 10:37:150
Report
VKVIJAY KUMAR
FollowSept 13, 2025 10:37:090
Report
ACAshish Chauhan
FollowSept 13, 2025 10:36:090
Report
KJKamran Jalili
FollowSept 13, 2025 10:36:030
Report
SKSunny Kumar
FollowSept 13, 2025 10:35:550
Report