Back
କେନ୍ଦୁଝର ଝିଅ ହେଲେ ରଜ କୁଇନ୍: ସ୍ଵର୍ଣ୍ଣପ୍ରଭାର ଜୟର ଗାଥା!
AMABHAYA MOHANTY
Aug 07, 2025 10:33:07
Keonjhar, Odisha
ସ୍ଲାଗ-କେନ୍ଦୁଝର ଝିଅ ହେଲେ ରଜ କୁଇନ୍
ଆଙ୍କର: କେନ୍ଦୁଝର ଝିଅ ହେଲେ ରଜ କୁଇନ୍ । ଜିଲ୍ଲା ତଥା ସମଗ୍ର ରାଜ୍ୟ ପାଇଁ ଆଣିଲେ ଗୌରବ । ଧରଣୀଧର ବିଶ୍ଵ ବିଦ୍ୟାଳୟର ଯୁକ୍ତ ୩ ତୃତୀୟ ବର୍ଷର କଳା ଛାତ୍ରୀ ସ୍ଵର୍ଣ୍ଣପ୍ରଭା ମହାନ୍ତ ଏକ ଘରୋଇ ଟିଭି ତରଫରୁ ଆୟୋଜିତ ପ୍ରତିଯୋଗିତାରେ ରାଜ୍ୟର ଅନ୍ୟ ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ଏବର୍ଷର "ରଜ କୁଇନ୍" ମୁକୁଟ ପିନ୍ଧିଛନ୍ତି । ଚମ୍ପୁଆ ବ୍ଲକ ଜଡ଼ିପଦା ଗାଁର ବାପା ରସିକଲାଲ ଓ ମା ଦିପ୍ତିରାଣୀ ଙ୍କ ଝିଅ ସ୍ଵର୍ଣ୍ଣପ୍ରଭାଙ୍କର ପିଲାଟି ବେଳୁ ନୃତ୍ୟ ପ୍ରତି ଥିଲା ଆଗ୍ରହ । ଝିଅର ଆଗ୍ରହ ଦେଖି ପିତା, ମାତା ଝିଅକୁ ନୃତ୍ୟଶିକ୍ଷା ପାଇଁ ପ୍ରୋତ୍ସାହିତ କରିଥିଲେ । ରଜ କୁଇନ୍ ମୁକୁଟ ପିନ୍ଧିବା ପରେ ସ୍ଵର୍ଣ୍ଣପ୍ରଭାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ପାଠପଢ଼ା ସହ, ଆଗାମୀ ଦିନରେ ଜଣେ ଭଲ କଳାକାର ହେବାର ଲକ୍ଷ୍ୟ ରଖିଥିବା କହିଛନ୍ତି ସ୍ଵର୍ଣ୍ଣପ୍ରଭା l ଏଥିସହ, କେନ୍ଦୁଝର ଜିଲ୍ଲା ଭଳି ଏକ ଆଦିବାସୀ ବହୁଳ ଜିଲ୍ଲାରୁ ସ୍ଵର୍ଣ୍ଣପ୍ରଭା ରଜକୁଇନ୍ ପ୍ରତିଯୋଗିତାରେ ବିଜୟୀ ହୋଇଥିବା କାରଣରୁ ଭବିଷ୍ୟତରେ ସେ କେବଳ ରାଜ୍ୟରେ ନୁହେଁ, ସମଗ୍ର ଦେଶରେ ସୁନାମ ଅର୍ଜନ କରନ୍ତୁ ବୋଲି କହିଛନ୍ତି ଧରଣୀଧର ବିଶ୍ୱବିଦ୍ୟାଳୟର OSD.
ବାଇଟ ୧-ସ୍ଵର୍ଣ୍ଣପ୍ରଭା ମହାନ୍ତ, ରଜ କୁଇନ୍ ବିଜେତା ।
ବାଇଟ ୨-ଦିପ୍ତୀରାଣୀ ମହାନ୍ତ, ସ୍ଵର୍ଣ୍ଣପ୍ରଭାଙ୍କ ମା ।
ବାଇଟ ୩-ରସିକଲାଲ୍ ମହାନ୍ତ, ସ୍ଵର୍ଣ୍ଣପ୍ରଭାଙ୍କ ବାପା
ବାଇଟ ୪-ପତାପ କୁମାର ମହାନ୍ତି, OSD, ଧରଣୀଧର ବିଶ୍ଵବିଦ୍ୟାଳୟ, କେନ୍ଦୁଝର।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
PPPoonam Purohit
FollowDec 10, 2025 16:17:330
Report
HGHarish Gupta
FollowDec 10, 2025 16:17:160
Report
HBHemang Barua
FollowDec 10, 2025 16:17:000
Report
NZNaveen Zee
FollowDec 10, 2025 16:16:480
Report
PKPrashant Kumar
FollowDec 10, 2025 16:15:540
Report
NZNaveen Zee
FollowDec 10, 2025 16:15:390
Report
0
Report
0
Report
0
Report
0
Report
0
Report
MPMahesh Pareek
FollowDec 10, 2025 16:03:180
Report
0
Report
VRVIJAY RANA
FollowDec 10, 2025 16:02:550
Report
ABAnnu Babu Chaurasia
FollowDec 10, 2025 16:02:450
Report