Back
पुरी में दिसंबर-जनवरी पर्यटन सुरक्षा पर पुलिस की माइक्रो-लेवल निरीक्षण
SMSanjay Mohapatra
Dec 10, 2025 09:50:32
Puri, Odisha
ଆଜି ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂହଙ୍କ ନେତୃତ୍ୱରେ ପୁରୀ ସହରର ବିଭିନ୍ନ ସାହି, ଲେନ୍ ଏବଂ ବାଇ-ଲେନ୍ଗୁଡ଼ିକୁ ସମୀକ୍ଷା କରିଛନ୍ତି । ଆସନ୍ତା ଡିସେମ୍ବର ଜାନୁଆରୀ ମାସ ଭାରତର କୋଣ ଅନୁକୋଣରୁ ପର୍ୟଟକ ଓ ଭକ୍ତମାନଙ୍କ ଭିଡ଼ ବ୍ୟାପକ ଭାବେ ବୃଦ୍ଧି ପାଉଥିବା ପରିପ୍ରେକ୍ଷିତରେ, ଶାନ୍ତି ଶୃଙ୍ଖଳା ବ୍ୟବସ୍ଥା ଉଦେଶ୍ୟରେ ଗଳି ଓ ଲେନ୍ଗୁଡ଼ିକର ମାଇକ୍ରୋ ଲେଭେଲ୍ ଇନ୍ସପେକ୍ସନ୍ କରାଯାଇଛି ।
ସକାଳ 7ଟାରୁ ଆରମ୍ଭ ହୋଇଥିବା ଏହି ସମୀକ୍ଷାରେ ଅନ୍ୟ ଅଧିକାରୀ उପସ୍ଥିତ ରହିଥିଲେ। ଏସ୍ପି ପୁରୀ গଣ୍ڈୁଆଚଉରା ଛକ, ବାରବାଟୀ ଜାଗା, ମଣିକର୍ଣ୍ଣିକା ସାହି, ଧାନକୁଟି ସାହି, କଦମଗଡ ଛକ, ଭୋଗଜାଗା, ଜହ୍ନୀମୁଣ୍ଡିଆ ଛକ, ଜେନେରୀ ଗଛ, ଲବଣିଖିଆ ଛକ, ମରଚିକୋଟ ଛକ ସହ ବିଭିନ୍ନ ସ୍ଥାନରେ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସମସ୍ତ ସ୍ଥାନ ମାଧ୍ୟମରେ ହଜାର–ହଜାର ଭକ୍ତ ଓ ପର୍ relayୟଟକ ପ୍ରତିଦିନ ଯାତାୟାତ କରନ୍ତି । ଏସ୍ପି ପୁରୀ ନିଜେ ଲେନ୍–ବାଇଲେନ୍ଗୁଡ଼ିକର ଚଉଡା, ରାସ୍ତାର ଅବସ୍ଥା, ଅବରୋଧ, ଅସୁରକ୍ଷିତ ସ୍ଥାନ, ଅନାବଶ୍ୟକ ପାର୍କିଂ ବିଷୟରେ ନିଜେ ନିଜେ ନିରୀକ୍ଷଣ କରିଥିଲେ । ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂଙ୍କ କହିବାନୁଯାଇ “ପୁରୀ ହେଉଛି ଜଗତର ଆସ୍ଥାର କେନ୍ଦ୍ର । ଆସନ୍ତା ପର୍ଯ୍ୟଟକ ଋତୁରେ ଲକ୍ଷ୍ୟ–ଲକ୍ଷ୍ୟ ଭକ୍ତ ଓ ପର୍ଯ୍ୟଟକ ଆସିବେ । ସେମାନଙ୍କ ସୁମଧୁର ଅନୁଭବ, ସୁରକ୍ଷା ପୁରୀ ପୋଲିସର ପ୍ରଥମ ଦାୟିତ୍ୱ । ସାହି, ଲେନ୍ ଓ ବାଇଲେନ୍ଭିତରକୁ ଯାଇ ନିଜେ ସମୀକ୍ଷା କରିବା ଏହି ଲକ୍ଷ୍ୟର ଏକ ଅଂଶ ।”
ପୁରୀ ପୋଲିସ ପକ୍ଷରୁ ସମସ୍ତ ଜନସାଧାରଣଙ୍କୁ ଆହ୍ବାନ ସନ୍ଦିଗ୍ଧ କାର୍ଯ୍ୟକଳାପ ଦେଖିଲେ ପୋଲିସ୍କୁ ସୂଚନା କରିପାରିବେ । ମହିଳାମାନେ ଯେକୌଣସି ସମସ୍ୟା ସାମ୍ନା କଲେ 112 କିମ୍ବା ନିକଟସ୍ଥ ଥାନାକୁ ସୂଚନା କରିପାରିବେ । ପର୍ଯ୍ୟଟକ ସୁରକ୍ଷା ଦୃଷ୍ଟିରେ ରଖି ପୁରୀ ପୋଲିସ ପର୍ୟାୟକ୍ରମେ ମାଇକ୍ରୋ ଲେଭେଲ ସମୀକ୍ଷା, ସୁରକ୍ଷା ବ୍ୟବସ୍ଥା, ରୁଟ୍ ପରିଚାଳନା, ପଦଚାରୀ ପଟ୍ରୋଲିଙ୍ଗ ଜୋରଦାର ଚାଲୁଅଛି । ପୁରୀକୁ ଏକ ସୁନ୍ଦର, ସୁରକ୍ଷିତ ଓ ଆତ୍ମିୟ ପର୍ଯ୍ୟଟନ କେନ୍ଦ୍ର ଭାବେ ରଖିବା ଆମ ଆମ ସମସ୍ତଙ୍କର ଦାୟିତ୍ୱ ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
PCPranay Chakraborty
FollowDec 10, 2025 12:21:010
Report
TSTripurari Sharan
FollowDec 10, 2025 12:20:520
Report
BSBhanu Sharma
FollowDec 10, 2025 12:20:410
Report
JPJai Pal
FollowDec 10, 2025 12:20:29Haldwani, Uttar Pradesh:राहुल के किरदार
पर कंगना का वार !
0
Report
JPJai Pal
FollowDec 10, 2025 12:20:230
Report
JSJitendra Soni
FollowDec 10, 2025 12:19:370
Report
RRRakesh Ranjan
FollowDec 10, 2025 12:19:270
Report
JSJitendra Soni
FollowDec 10, 2025 12:19:150
Report
ASAkash Sharma
FollowDec 10, 2025 12:18:530
Report
AMAnkit Mittal
FollowDec 10, 2025 12:18:340
Report
KLKANHAIYA LAL SHARMA
FollowDec 10, 2025 12:18:260
Report
AKAjay Kashyap
FollowDec 10, 2025 12:18:140
Report
HUHITESH UPADHYAY
FollowDec 10, 2025 12:16:380
Report
ADAbhijeet Dave
FollowDec 10, 2025 12:16:160
Report
BSBhanu Sharma
FollowDec 10, 2025 12:15:570
Report