Back
गुण्डिचाघा जलप्रपात में युवक का शव मिला, तलाश जारी
AMABHAYA MOHANTY
Oct 06, 2025 10:30:50
Keonjhar, Odisha
ନିଖୋଜ ଯୁବକ ର ମୃତ ଦେହ ଠାବ
: କେନ୍ଦୁଝର ଜିଲ୍ଲାର ଗୁଣ୍ଡିଚାଘାଗି ଜଳପ୍ରପାତରେ ବୁଡ଼ି ଯୁବକ ନିଖୋଜ ବ୍ୟକ୍ତି ଏକ ପଥର ଖୋଲ ରେ ଦେଖିବାକୁ ମିଳିଛି। ଘଟଗାଁ ପୋଲିସ ଓ ଅଗ୍ନୀସମ ପକ୍ଷରୁ ନିଖୋଜ ବ୍ୟକ୍ତି ଙ୍କୁ ଉଦ୍ଧାର ପାଇଁ ଦୁଇ ଦିନ ହେବ କଁ ଖୋଜା ଚାଲିଥିଲା। ଆଜି ସକାଳୁ ତାଙ୍କ ମୃତ ଦେହ ଏକ ପଥର ଖୋଲ ଭିତରେ ଦେଖିବାକୁ ମିଳିଛି। ତେବେ ନିଖୋଜ ଯୁବକ ଜଣଙ୍କ ହେଲେ ହରିଚନ୍ଦନପୁର ଥାନା ବଡଶିଆଡ଼ିମାଳ ଗ୍ରାମର ସତ୍ୟପ୍ରକାଶ ମହାନ୍ତ । ଯୁବକ ଜଣଙ୍କ ଆମ୍ବୁଲାଂସ ଡ୍ରାଇଭର ଭାବେ ପାରାଦୀପରେ କାର୍ଯ୍ୟ କରୁଥିଲେ । ଗତକାଲି ରାତିରେ ସାଙ୍ଗମାନଙ୍କ ସହିତ ଗୁଣ୍ଡିଚାଘାଗି ବୁଲିବାକୁ ଆସିଥିଲେ । ଗୁଣ୍ଡିଚାଘାଗି ଜଳପ୍ରପାତ ମୁଖ୍ୟକୁଣ୍ଡରେ ଗାଧୋଇବା ବେଳେ ତାଙ୍କର ଗୋଡ଼ ଖସି ଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଘଟଗାଁ ପୋଲିସ୍ ପହଞ୍ଚିବା ସହିତ ଅଗ୍ନିଶମ ବିଭାଗର କର୍ମଚାରୀ ମଧ୍ୟ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। । ୧ମାସ ପୂର୍ବେ ଏହି ଜଳପ୍ରପାତରେ ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳରୁ ଭାସି ଯାଇ ବର୍ତ୍ତମାନ ପର୍ଯ୍ୟନ୍ତ ଜଣେ ନିଖୋଜ ଅଛନ୍ତି । ତାଙ୍କର ପତ୍ତା ଏଯାଏ ମିଳିନାହିଁ । ତେବେ ୧ମାସ ଭିତରେ ୨ଜଣ ଯୁବକ ଏଠାରେ ବୁଡ଼ି ନିଖୋଜ ହେବା ଘଟଣା ଲୋକଙ୍କର ଚିନ୍ତା ବଢ଼ାଇ ଦେଇଛି । ପ୍ରଶାସନ ପକ୍ଷରୁ ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା ହୋଇନଥିବାରୁ ବାରମ୍ବାର ଏଭଳି ଅଘଟଣ ଘଟୁଥିବା ଚର୍ଚ୍ଚା ହେଉଛି ।ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରିଛନ୍ତି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
AMATUL MISHRA
FollowOct 06, 2025 14:06:390
Report
RSR.B. Singh
FollowOct 06, 2025 14:06:280
Report
VKVINOD KANDPAL
FollowOct 06, 2025 14:06:160
Report
PCPUSHKAR CHAUDHARY
FollowOct 06, 2025 14:05:550
Report
VKVIJAY KUMAR
FollowOct 06, 2025 14:05:400
Report
PJPrashant Jha2
FollowOct 06, 2025 14:05:230
Report
PJPrashant Jha2
FollowOct 06, 2025 14:05:140
Report
ABAnnu Babu Chaurasia
FollowOct 06, 2025 14:05:040
Report
ASAshok Singh Shekhawat
FollowOct 06, 2025 14:04:500
Report
RSRAKESH SINGH
FollowOct 06, 2025 14:04:370
Report
PSPIYUSH SHUKLA
FollowOct 06, 2025 14:04:260
Report
AMAsheesh Maheshwari
FollowOct 06, 2025 14:04:100
Report
TBTarsem Bhardwaj
FollowOct 06, 2025 14:04:020
Report
NKNished Kumar
FollowOct 06, 2025 14:03:110
Report
SKSundram Kumar
FollowOct 06, 2025 14:02:480
Report