Back
सोलर लाइट घोटाला: कांग्रेस पर 59 लाख के भ्रष्टाचार के आरोप
AMABHAYA MOHANTY
Dec 14, 2025 07:32:42
Keonjhar, Odisha
ସୋଲାର ଲାଇଟ୍ ରେ ଜିଲ୍ଲା ରେ 50 କୋଟି ଟଙ୍କା ର ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ । ନିୟମ କୁ ଉଲଂଘନ ଅଭିଯୋଗରେ ସାମ୍ବାଦିକ ସମ୍ମିଳନୀ । ଭଦ୍ରକ ଜିଲ୍ଲା କଂଗ୍ରେସ ଜିଲ୍ଲା ପ୍ରଶାସନ କୁ ସୋଲାର ଲାଇଟ୍ ଦୁର୍ନୀତି ନେଇ ଘେରିଚି । ତେବେ ଏକ କମ୍ପାନୀ ର csr ଫଣ୍ଡ ମାଧ୍ୟମ ରେ ଜିଲ୍ଲା ر ପ୍ରତ୍ୟେକ ଆଦର୍ଶ ସ୍କୁଲ ଓ ନବୋଦୟ ବିଦ୍ୟାଳୟ ରେ ସୋଲାର ଲାଇଟ୍ ଲଗାଇବା ପାଇଁ pwd ବିଭାଗ ମାଧ୍ୟମ ରେ 59 ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଥିଲା ବୋଲି କହିଛି କଂଗ୍ରେସ । କିନ୍ତୁ କାର୍ଯ୍ୟ ବେଳେ ସମସ୍ତ ମାନଦଣ୍ଡ କୁ ଉଲଂଘନ କରି ନିମ୍ନମାନର କାର୍ଯ୍ୟ ହୋଇଚି ବୋଲି ଅଭିଯୋଗ ଆସିଚି । ଜିଲ୍ଲା କଂଗ୍ରେସ କମିଟି ସଭାପତି କହିଚନ୍ତି ଯେ ଜିଲ୍ଲା ପ୍ରଶାସନ କାର୍ଯ୍ୟନୁଷ୍ଠାନ ନେଉ , ନହେଲେ ସୂଚନା ଅଧିକାର ଆଇନ ରେ ତଥ୍ୟ ମାଗିଚୁ , ତଥ୍ୟ ଆସିଲେ ପ୍ରମାଣ ସହ ଆନ୍ଦୋଳନ କରିବା ସହ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଘେରାଉ କରିବୁ ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
AVArun Vaishnav
FollowMar 05, 2026 08:52:510
Report
ASABHISHEK SHARMA1
FollowMar 05, 2026 08:52:420
Report
PCPUSHPENDRA CHATURVEDI
FollowMar 05, 2026 08:51:270
Report
AAAkshay Anand
FollowMar 05, 2026 08:51:15Noida, Uttar Pradesh:DELHI: FIRE BREAKS OUT IN A BUS DUE TO SHORT CIRCUIT / VISUALS
0
Report
OSONKAR SINGH
FollowMar 05, 2026 08:51:060
Report
ASANIMESH SINGH
FollowMar 05, 2026 08:50:330
Report
1
Report
JSJAMNJAY SINHA
FollowMar 05, 2026 08:49:350
Report
CSChandrashekhar Solanki
FollowMar 05, 2026 08:49:160
Report
GPGYANENDRA PRATAP
FollowMar 05, 2026 08:49:000
Report
SSSHAILENDAR SINGH THAKUR
FollowMar 05, 2026 08:48:470
Report
TSTripurari Sharan
FollowMar 05, 2026 08:48:360
Report
APAshwini Pandey
FollowMar 05, 2026 08:48:130
Report
RSRAJEEV SHARMA
FollowMar 05, 2026 08:47:440
Report
PKPushpender Kumar
FollowMar 05, 2026 08:47:31Noida, Uttar Pradesh:भरूच की जामा मस्जिद के ट्रस्टी और प्रेसिडेंट की बाइट (दोनों लोग अपना नाम बाइट की शुरूआत में बोल रहे हैं)
0
Report