Back
Kandhamal762103blurImage

Balliguda: ବାଲିଗୁଡ଼ା ଠାକୁରାଣି ଯାତ୍ରାର ୧୯ତମ ଦିବସରେ ଜାମପଦା କୁ ମାଙ୍କ ଘଟ ପରାକ୍ରମା

Chita Ranjan ZEE NEWS KANDHAMAL
May 25, 2025 03:26:28
Balliguda, Odisha
ବାଲିଗୁଡ଼ା ଠାକୁରାଣି ଯାତ୍ରାର ୧୯ତମ ଦିବସରେ ପହଞ୍ଚିଥିବାବେଳେ , ଶନିବାର ଦିନ ୧୧ ଘଣ୍ଟି କା ସମୟରେ ମା'ଙ୍କ ପୁଜା ମଣ୍ଡପକୁ ଜାମପଦର ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ଶ୍ରଦ୍ଧାଳୁ ମାନେ ଏକଜୁଟ ହୋଇ ପାରମ୍ପାରିକ ବାଦ୍ୟ ସହ ପଣା ଓ ମୁଆଁ ନେଇ ମାଙ୍କୁ ବରଣ କରିଥିବା ଦେଖିବାକୁ ମିଳିଛି , ଆଜି ର ଏହି କାର୍ଯ୍ୟକ୍ରମରେ ଆଇନଜୀବି ଶିରିଷ ପ୍ରଧାନ ଙ୍କ ନେତୃତ୍ବରେ ବୁଲୁ ମୋବାଇଲ , ନାରାୟଣ ପଟ୍ଟନାୟକ ଅକ୍ଷୟ ପ୍ରଧାନ ଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ନେଇ ସୁଚନା ମିଳିଛି
0
Report

हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|