Back

ବାର୍ଷିକ ଉତ୍ସବ
Bhogapur, Odisha:
ଶ୍ରୀ ଶ୍ରୀ ଗ୍ରମେଶ୍ୱର ଦେବ ବୋଲବମ୍ ସେବସଂଘ ,୧୩ତମ ବାର୍ଷିକ ଉତ୍ସବ -୨୦୨୫, ଭୋଗପୁର,ଖୋର୍ଦ୍ଧା,ଶ୍ରାବଣ ମାସର ସମାପ୍ତି ଉପଲକ୍ଷେ ଭୋଗପୁର ଗ୍ରାମବାସୀ ଙ୍କ ଏକ ନିଷ୍ଠାପର ପ୍ରୟାସ
14
Report
ଗହ୍ମାପୂର୍ଣ୍ଣିମା
Hadapada, Odisha:
ଗହ୍ମାପୂର୍ଣ୍ଣିମାରେ ନରଣଗଡ ଗ୍ରାମ ପଞ୍ଚାୟତ ସ୍ଥିତ ହଡପଦା ଗ୍ରାମର ଶାସନ ସାହିରେ ଗହ୍ମା ଡିଆଁ ଉତ୍ସବଟି ପାଳନ କରାଯାଉଛି
15
Report