Back
सम्बलपुर बंद का ऐलान: आदिवासी दलित सेना का विरोध प्रदर्शन
ANAJAY NATH
Nov 01, 2025 12:33:31
Sambalpur, Odisha
ଧରତୀ ଆଵା ବିର୍ସା ମୁଣ୍ଡା ଙ୍କର ପ୍ରତିମୂର୍ତ୍ତି ଚୋରି କୁ ନେଇ ନଭେମ୍ବର ୭ ତାରିଖ ରେ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ| ସାମ୍ବାଦିକ ସମ୍ମିଳନୀ କରି ବନ୍ଦ ଡାକରା ଦେଲା ଓଡିଶା ଆଦିବାସୀ ଦଳିତ ସେନା, ଏସ ଟି ଏସ ସି ଦଳିତ ସେନା ଓ ବିଭିନ୍ନ ଆଦିବାସୀ ସଂଗଠନ |ଅକ୍ଟୋବର ୨୫ ତାରିଖ ରେ ବିର୍ସା ମୁଣ୍ଡା ଙ୍କର ଏକ ପ୍ରତିମୂର୍ତ୍ତି ସମ୍ବଲପୁର ର ଲକ୍ଷ୍ମୀ ଟକିଜ ଛକ ନିକଟରେ ଥିବା ମୁଣ୍ଡା ଚର୍ଚ୍ଚ ମିଶନ ରେ ସ୍ଥାପନ କରାଯାଇଥିଲା | ୨୬ ତାରିଖରେ ସେହି ପ୍ରତିମୂର୍ତ୍ତି କୁ କାଟି ଦେଇ ଜନୈକ ଜମି ମାଫିଆ ନେଇଯାଇଥିବା ଅଭିଯୋଗ ଟାଉନ ଥାନା ରେ ହେଇଥିଲା | ଏ ବାବଦରେ ପୋଲିସ ତିନି ଦିନ ର ସମୟ ମାଗିଥିବା କୁହାଯାଇଥିଲା |କିନ୍ତୁ ଆଜି ପାଞ୍ଚ ଦିନ ହେଲା ପରେ ମଧ୍ୟ କୌଣସି ପଦକ୍ଷେପ ନିଆ ନ ଯିବାରୁ ଆସନ୍ତା ୭ ତାରିଖରେ ସମ୍ବଲପୁର ବନ୍ଦ ନିଷ୍ପତି ନେଇଥିବା ସାମ୍ବାଦିକ ସମ୍ମିଳନୀ କରି ଆଦିବାସୀ ଦଳିତ ସେନା ପକ୍ଷରୁ କୁହାଯାଇଛି|
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
Cine star shri Rajpal Yadavji apeals to all sanatani peopls tosupport sanatan ekta padyatra and join
0
Report
0
Report
0
Report
0
Report
0
Report
NTNagendra Tripathi
FollowNov 01, 2025 19:03:090
Report
KSKartar Singh Rajput
FollowNov 01, 2025 19:02:580
Report
AGAbhishek Gour
FollowNov 01, 2025 19:02:440
Report
PSPramod Sinha
FollowNov 01, 2025 19:02:330
Report
ABAnnu Babu Chaurasia
FollowNov 01, 2025 19:02:090
Report
ASASHISH SHRIVAS
FollowNov 01, 2025 19:01:580
Report
KMKuldeep Malwar
FollowNov 01, 2025 19:01:410
Report
VPVEDENDRA PRATAP SHARMA
FollowNov 01, 2025 19:01:330
Report
ASASHISH SHRIVAS
FollowNov 01, 2025 19:01:230
Report
KSKartar Singh Rajput
FollowNov 01, 2025 19:01:080
Report