Back
सम्बलपुर जिला को प्राथमिकता देने के मुद्दे पर भाजपा नेतृत्व के खिलाफ मांग तेज
ANAJAY NATH
Nov 01, 2025 15:15:35
Sambalpur, Odisha
process this news content and generate headlines if appropriate:
Target language: hindi
Content: ବିଜେପିର କିଛି ଶୀର୍ଷ ନେତୃତ୍ୱଙ୍କୁ ଖୁସି କରିବା ପାଇଁ ଏମ୍ ସି ଏଲ୍ ନିଜର ମୁଖ୍ୟାଳୟ ଥିବା ସମ୍ବଲପୁର ଜିଲ୍ଲା କୁ ଅବହେଳା କରି ଅନ୍ୟ ଜିଲ୍ଲାରେ ତାହାର ସିଏସ୍ଆର ପାଇଁ ପ୍ରାଧାନ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ କଲେ ପୂର୍ବତନ ମନ୍ତ୍ରୀ ଇଂ ରୋହିତ ପୂଜାରୀ।୩୦.୧୦.୨୦୨୫ ରିଖରେ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀ ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି ଯେ ବିଜେପିର କିଛି ଶୀର୍ଷ ନେତୃତ୍ୱଙ୍କୁ ଖୁସି କରିବା ପାଇଁ ଏମ୍ ସି ଏଲ୍ ନିଜର ମୁଖ୍ୟାଳୟ ଥିବା ସମ୍ବଲପୁର ଜିଲ୍ଲା କୁ ଅବହେଳା କରି ଅନ୍ୟ ଜିଲ୍ଲାରେ ତାହାର ସିଏସ୍ଆର ପାଇଁ ପ୍ରାଧାନ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଇଂ ପୂଜାରୀ ଏହି ମର୍ମରେ କହିଛନ୍ତି ସୂଚନା ଅନୁସାରେ ଗତ ଗୋଟିଏ ଦିନ ପୂର୍ବରୁ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କ ଉପସ୍ଥିତିରେ ଏମ୍ ସି ଏଲ୍ ବୁର୍ଲା ଏବଂ ବାଲାଙ୍ଗିର ଜିଲ୍ଲା ପ୍ରଶାସନ ମଧ୍ୟରେ ଏମ୍ ଓ ୟୁ ସ୍ବାକ୍ଷରିତ ହୋଇଯାଇଛି ପାଟଣାଗଡ ଏନ୍ ଏ ସି ଠାରେ ଟାଉନ ହଲ ନିର୍ମାଣ ପାଇଁ, ଠିକ୍ କଥା ସେଠାରେ ନିର୍ମାଣ କରାଯାଉ। କିନ୍ତୁ ଇଂ ପୂଜାରୀ ଏମ୍ ସି ଏଲ କର୍ତୃପକ୍ଷ ଙ୍କୁ ପ୍ରଶ୍ନ କରିଛନ୍ତି ଯେ ସେମାନେ ଜଣାଇ ପାରିବେ କି ସମ୍ବଲପୁର ଜିଲ୍ଲାର କେଉଁ କେଉଁ ବ୍ଲକ ତଥା କେଉଁ କେଉଁ ସ୍ଥାନରେ ଏଭଳି ଟାউନହଲ୍ ନିର୍ମାଣ କରିଛନ୍ତି ବା କରିବାର ପ୍ରସ୍ତାବ ଅଛି। ଯେବେ କି ସମ୍ବଲପୁର ଠାରେ ତାର ମୁଖ୍ୟାଳୟ ରହିଛି, ଏମ୍ ସି ଏଲ କୋଇଲା ଖଣିର ଗାଡ଼ି ଗୁଡ଼ିକ ସମ୍ବଲପୁର ଜିଲ୍ଲାର ବିଭିନ୍ନ ରାସ୍ତା ଦେଇ ବିଭିନ୍ନ ସ୍ଥାନକୁ କୋଇଲା ପରିବହନ ହେଉଛି, ତଥାପି ଏ ପର୍ଯ୍ୟନ୍ତ ଜିଲ୍ଲାର ନଅ ଗୋଟି ଏକ ବ୍ଲକ ଏବଂ ବିଶେଷ କରି ସମ୍ବଲପୁର ଠାରେ ଏମ୍ ସି ଏଲ ର ଅନୁଦାନରୁ ନା କୌଣସି ଟାউନ ହଲ ନିର୍ମାଣ ହୋଇଛି ନା ସମ୍ବଲପୁର ଠାରେ ବାରମ୍ବାର ଦାବି ହେଉଥିବା ୫୦୦୦ ଲୋକ ବସିବା କ୍ଷମତା ବିଶିଷ୍ଟ ଏକ ଅତ୍ୟାଧୁନିକ ଅଡିଟୋରିୟମ ନିର୍ମାଣ ହୋଇଛି ନା ଏପର୍ଯ୍ୟନ୍ତ ଆଗକୁ ନିର୍ମାଣ କରିବାର କୌଣସି ପ୍ରସ୍ତାବ ଅଛି। କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ସତ୍ୟାଚାର ରଖି, ବଡ଼ ବଡ଼ ନେତୃତ୍ୱଂକୁ ଖୁସି କରିବା ପାଇଁ ନିଜ ଜିଲ୍ଲା ସମ୍ବଲପୁରକୁ ଅବହେଳା କରିବା ଅତ୍ୟନ୍ତ ନିନ୍ଦନୀୟ। ସମ୍ବଲପୁର ଜିଲ୍ଲା ବାସୀ କେବଳ ଏହି ସବୁ ଖଣି କମ୍ପାନୀ ମାନଙ୍କର ଅନ୍ୟାୟ ଏବଂ ଅବହେଳା ସହିବା pāଇଁ ରହିଛନ୍ତି କି ବୋଲି ସେ ବିରକ୍ତି ପ୍ରକାଶ କରିଛନ୍ତି। ଏହା ସହ ସେ କହିଛନ୍ତି ଯେ ଯେତେ ଶୀଘ୍ର ହେବ ଏମ୍ ସି ଏଲ ତାର ଏକ ଶ୍ୱେତ ପତ୍ର ଜାରିକରୁ ଯେ ବାର୍ଷିକ ସମ୍ବଲପୁର ଜିଲ୍ଲାର ରେ ତାର କେତେ ସି ଏସ୍ ଆର୍ ଅନୁଦାନ ଖର୍ଚ୍ଚ କରୁଛି ଏବଂ ଅନ୍ୟ ଜିଲ୍ଲା ତଥା ଅନ୍ୟ ରାଜ୍ୟ ମାନଙ୍କରେ କେତେ ଖର୍ଚ୍ଚ କରୁଛି। ଏହା ସହ ଇଂ ପୂଜାରୀ ଦାବି କରିଛନ୍ତି ଯେ ଯେହେତୁ ସମ୍ବଲପୁର ଜିଲ୍ଲାରେ ତାହାର ମୁଖ୍ୟାଳୟ ରହୁଛି ସି ଏସ ଆର୍ anudaan kharch କରିବାରେ ସମ୍ବଲପୁର ଜିଲ୍ଲାକୁ ପ୍ରାଥମିକତା ଦିଆଯାଉ ବୋଲି କହିଛନ୍ତି ରୋହିତ।
Byte - ଇଂ ରୋହିତ ପୂଜାରୀ,ପୂର୍ବତନ ମନ୍ତ୍ରୀ,ସଭାପତି,ସମ୍ବଲପୁର ଜିଲ୍ଲା ବିଜେଡି
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
Cine star shri Rajpal Yadavji apeals to all sanatani peopls tosupport sanatan ekta padyatra and join
0
Report
0
Report
0
Report
0
Report
0
Report
NTNagendra Tripathi
FollowNov 01, 2025 19:03:090
Report
KSKartar Singh Rajput
FollowNov 01, 2025 19:02:580
Report
AGAbhishek Gour
FollowNov 01, 2025 19:02:440
Report
PSPramod Sinha
FollowNov 01, 2025 19:02:330
Report
ABAnnu Babu Chaurasia
FollowNov 01, 2025 19:02:090
Report
ASASHISH SHRIVAS
FollowNov 01, 2025 19:01:580
Report
KMKuldeep Malwar
FollowNov 01, 2025 19:01:410
Report
VPVEDENDRA PRATAP SHARMA
FollowNov 01, 2025 19:01:330
Report
ASASHISH SHRIVAS
FollowNov 01, 2025 19:01:230
Report
KSKartar Singh Rajput
FollowNov 01, 2025 19:01:080
Report