Back
DLPC बैठक के बाद पश्चिमी ओड़िशा किसान संगठनों ने आंदोलन तेज करने की चेतावनी
ANAJAY NATH
Nov 12, 2025 10:23:39
Sambalpur, Odisha
୨୦୦୭ ନଭେମ୍ବର ୧୧ ତାରିଖ ର ପାଣି ଆନ୍ଦୋଳନ ଚାଷୀର ରେଖା କୁ ମନେ ପକାଇଲେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମିତି| ୨୦୦୭ ମସିହା ନଭେମ୍ବର ୧୧ ତାରିଖ ରେ ଶିଳ୍ପ କମ୍ପାନୀ ଓ କଳକାରଖାନା କୁ ପାଣି ਦେବାକୁ ବିରୋଧ କରି ଦୁର୍ବାର ଆନ୍ଦୋଳନ କରିବା ସହ ଜମାଦାର ପାଲି ଠାରେ ଚାଷୀ ର ରେଖା ଟାଣିଥିଲା ପଶ୍ଚିମ ଓଡିଶା କୃଷକ ସଂଗଠନ ସମିତି | ଯେଉଁଥିପାଇଁ କି ସରକାର ଙ୍କୁ ନଇଁବାକୁ ପଡିଥିଲା| ସେହି ଦିନ କୁ ମନେ ପକାଇ ଆଜି ସ୍ମୃତିଚାରଣ କରାଯାଇଥିଲା| ଦୀର୍ଘ ୧୮ ବର୍ଷ ହେବ ଚାଷୀ ଙ୍କର ସମସ୍ୟା ର ସମାଧାନ ପରିବର୍ତ୍ତେ ଅସୁବିଧା ବୃଦ୍ଧି ପାଇଛି| DLPC ବୈଠକ ଏବେ ଉପ ନିର୍ବାଚନ ପାଇଁ ଘୁଂଚି ଯାଇଛି|ଏଥିରୁ ସ୍ପଷ୍ଟ ହୋଇଛି ଯେ ଜିଲ୍ଲା ପ୍ରଶାସନ ହାତରେ କିଛି ନାହିଁ| Ուପରୁ ଯାହା ନିର୍ଦେଶ ଆସିବ ତାକୁ ଜିଲ୍ଲା ପ୍ରଶାସନ କାର୍ଯ୍ୟ ରେ କରିବ | ଏପଟେ ଚାଷୀ DLPC ବୈଠକ ହୋଇନଥିବା କାରଣରୁ ବହୁ ଅସୁବିଧା ର ସମ୍ମୁଖୀନ ହୋଇଛି| କେବେ ବୈଠକ ହେବ,କେବେ ଟୋକନ ଆସିବ ଓ କେବେ ଚାଷୀ ଧାନ ବିକିବ ହୋଇଲା ବୋଲି ପ୍ରଶ୍ନ କରିଛି|ତା ସହ ପୂର୍ଵ ଭଳି ସମସ୍ତ ଦାୟିତ୍ୱ ଜିଲ୍ଲା ପ୍ରଶାସନ ନେଉ ବୋଲି ଚାଷୀ କହିଛି |ଯଦି ସମସ୍ତ ଜିନିଷ ଟୋକন ଧାନ ବିକ୍ରି ବୈଠକ ଇତ୍ୟାଦି ନିଷ୍ପତି ରାଜ୍ୟ ସରକାର କରିବେ ତା ହେଲେ ଜିଲ୍ଲା ପ୍ରଶାସନ କଣ କରିବ ବୋଲି ପ୍ରଶ୍ନ କରିଛି ଚାଷୀ| ତା ସହ ଏବେ ମହାନଦୀ ଜଳ ବିବାଦ କୁ ସମାଧାନ କରିବାର ପ୍ରକୃଷ୍ଟ ସମୟ, କେନ୍ଦ୍ର ଓ ଛତିଶଗଡ ଏବଂ ଓଡିଶା ରେ ବିଜେପି ସରକାର| ଚାହିଁଲେ ସମସ୍ୟାର ସମାଧାନ ହୋଇ ପାରିବ | ଟିବୃନାଳ ରୁ ବାହାରି ମଧ୍ୟ ଆଲୋଚନା କରିହେବ ବୋଲି ଚାଷୀ କହିଛି|
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
NJNEENA JAIN
FollowNov 12, 2025 11:57:060
Report
PKPravesh Kumar
FollowNov 12, 2025 11:56:530
Report
PKPravesh Kumar
FollowNov 12, 2025 11:56:240
Report
ADAnup Das
FollowNov 12, 2025 11:54:380
Report
NPNavratan Prajapat
FollowNov 12, 2025 11:54:160
Report
SKSHIV KUMAR
FollowNov 12, 2025 11:53:590
Report
KCKULDEEP CHAUHAN
FollowNov 12, 2025 11:53:440
Report
VKVINOD KANDPAL
FollowNov 12, 2025 11:53:21Haldwani, Uttarakhand:PTC- अवैध अतिक्रमण के खिलाफ हल्द्वानी के ऊँचापुल इलाके में बुलडोजर गरजा है. बुलडोजर कार्रवाई से प्रशासन का संदेश साफ है कि किसी भी सूरत में अवैध अतिक्रमण को स्वीकार नहीं किया जाएगा
0
Report
0
Report
AMAbhishek Mathur
FollowNov 12, 2025 11:53:090
Report
DRDamodar Raigar
FollowNov 12, 2025 11:52:560
Report
SKSandeep Kumar
FollowNov 12, 2025 11:52:310
Report
KCKashiram Choudhary
FollowNov 12, 2025 11:52:150
Report
AKAtul Kumar Yadav
FollowNov 12, 2025 11:51:530
Report
KCKashiram Choudhary
FollowNov 12, 2025 11:51:370
Report