Back
चिलिका डेल्टा में पक्षी शिकारी गिरफ्तार: कानून की कड़ी कार्रवाई
SMSanjay Mohapatra
Dec 02, 2025 15:30:53
Puri, Odisha
Chilika Migration Bird hunter arrest
ଓଡ଼ିଆ ପାଠ: ଚିଲିକା କୂଳରୁ ଧରା ପଡ଼ିଲା ପକ୍ଷୀ ଶିକାରୀ । ଦୁଇଟି ମୃତ ପକ୍ଷୀ ବନ୍ଧୁକ ଆଉ ଗୁଳି ସହ ଗିରଫ ଚିଲିକା ଡିଭିଜନ ର ଚିଲିକା ନୂଆପଡ଼ା ବନ୍ୟପ୍ରାଣୀ ରେଞ୍ଜର ସ୍ଵତନ୍ତ୍ର ସ୍କ୍ୱାର୍ଡ ଟିମ୍ । ସିଆଣ୍ଡି ବିଟ ଅଞ୍ଚଳରେ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିଲା ବେଳେ ଧରା ପଡିଛି ଅଭିଯୁକ୍ତ ପକ୍ଷୀ ଶିକାରୀ ଜଣଙ୍କ ସ୍ଥାନୀୟ କୃଷ୍ଣପ୍ରସାଦ ବ୍ଳକ୍ ର ମାଲୁଦ ଅଞ୍ଚଳର ଶେଖ୍ ମୁସ୍ତାକ ବୋଲି ଜଣାପଡିଛି । ମଟର ସାଇକେଲ ରେ ଯାଉଥିବା ବେଳେ ତା ଉପରେ ସନ୍ଦେହ କରିଥିଲା ବନ ବିଭାଗ । ତା ବାଇକ ରେ ଥିବା ଏକ ବ୍ୟାଗ୍ ରୁ ଇଗ୍ରେଟ ପ୍ରଜାତିର ଦୁଇଟି ପକ୍ଷୀ ଗୋଟିଏ ବନ୍ଧୁକ ଓ ତିନୋଟି ଦେଶୀ ବନ୍ଧୁକର ଗୁଳି ମିଳିଥିଲା । ତଦନ୍ତ ବେଳେ ନିଜ ସପକ୍ଷରେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନ ପାରିବାରୁ ତାକୁ ବନ୍ୟା ପ୍ରାଣୀ ସଂରକ୍ଷଣ ନିୟମ 1972 ଅନୁସାରେ ଗିରଫ କରାଯାଇଛି । ବେଆଇନ ପକ୍ଷୀ ଶିକାର ବିରୁଦ୍ଧରେ ଶୂନ୍ୟ ସହନ ସିଲତା ନୀତିକୁ ଆପଣାଇଛି ଚିଲିକା ଡିଭିଜନ..
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
AAAbhishek Aadha
FollowDec 02, 2025 15:32:310
Report
KYKaniram yadav
FollowDec 02, 2025 15:32:190
Report
AGAdarsh Gautam
FollowDec 02, 2025 15:32:010
Report
DRDamodar Raigar
FollowDec 02, 2025 15:31:490
Report
ASAshok Singh Shekhawat
FollowDec 02, 2025 15:31:190
Report
RJRakesh Jaiswal
FollowDec 02, 2025 15:30:340
Report
0
Report
ADArjun Devda
FollowDec 02, 2025 15:30:180
Report
48
Report
DVDinesh Vishwakarma
FollowDec 02, 2025 15:20:5936
Report
ADArjun Devda
FollowDec 02, 2025 15:20:3924
Report
VRVIJAY RANA
FollowDec 02, 2025 15:20:1968
Report