Back
कटक की यात्रा में भीड़ नियंत्रित, प्रशासन ने सुरक्षा के लिए बल प्रयोग किया
SMSURYA MOHANTY
Nov 14, 2025 12:36:54
Khordha, Odisha
କଟକ: ସରିଲା ଐତିହାସିକ କଟକ ବାଲିଯାତ୍ରା। ବାଲିଯାତ୍ରା ଶେଷ ଦିନରେ ବଲିଉଡ୍ କଣ୍ଠ ସିଳ୍ପୀ ଶ୍ରେୟା ଘୋଷାଲଙ୍କ ପ୍ରଦର୍ଶନ ଦେଖିବା ପାଇଁ ନାହିଁ ନଥିବା ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ଭି ଆଇ ପି ଓ ଭିଭିଆଇପି ଙ୍କ ପାଇଁ ପ୍ରଶାସନ ଵାରିକେଡିଂ ଵ୍ୟଵସ୍ଥା କରିଥିବାରୁ ବ୍ୟାରିକେଡ଼ ନିକଟରେ ହଜାର ହଜାର ଲୌକଙ୍କ ସମାଗମ ହୋଇଥିଲା। ଫଳରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଦଳାଚକଟା ଭଳି ପରିସ୍ଥିତି ଯୋଗୁଁ ଅତିକମ୍ ରେ ପାଞ୍ଚ ଜଣ ଲୋକ ଆହତ ହୋଇଥିଲେ। ଭିଡ ନିୟନ୍ତ୍ରଣ ପାଇଁ ପୋଲିସକୁ କିଛି ସ୍ଥାନରେ ବଳ ପ୍ରୟୋଗ କରିବାକୁ ପଡିଥିଲା। ଦୁଇଟି ଯାଗାରେ ଲୋକେ ବ୍ୟାରିକେଡ଼ ଭାଙ୍ଗି ଦେଇଥିଲେ। କିଛି ଲୋକଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଜିଲ୍ଲା ପ୍ରଶାସନ ଏଭଳି କୈଣସି ଘଟଣାକୁ ଅସ୍ବୀକାର କରିଛି। ପୋଲିସ କମିଶନର କହିଛନ୍ତି, ଭିଡ ବହୁତ ଅଧିକ ଥିଲା, ତେଣୁ ସାମାନ୍ୟ ଅସୁବିଧା ସୃଷ୍ଟି ହୋଇଥିଲା। ସେପଟେ ଜିଲ୍ଲାପାଳ କହିଛନ୍ତି ଚଳିତ ବର୍ଷ ବାଲିଯାତ୍ରାରେ ପ୍ରାଥମିକ ଆକଳନ ହିସାବରୁ ପ୍ରାୟ ୪ଶହ କୋଟି ଟଙ୍କାର ବ୍ୟବସାୟ ହୋଇଛି। ଆଗକୁ ବାଲିଯାତ୍ରାକୁ ଆହୁରି ଶୃଙ୍ଖଳିତ କରିଵା ପାଇଁ ଚେଷ୍ଟା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାପାଳଙ୍କ Sୂଚନା ଅନୁସାରେ ଏ ବର୍ଷ ବାଲିଯାତ୍ରାର ରବିବାର ଦିନ ସର୍ବାଧିକ ପ୍ରାୟ ୧୨ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା। ତେବେ ସାଧାରଣ ଲୋକେ ଆଜିର ବ୍ୟବସ୍ଥାକୁ ନାପସନ୍ଦ କରିଛନ୍ତି。
129
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
KNKumar Nitesh
FollowNov 14, 2025 14:09:560
Report
MKMANOJ KUMAR
FollowNov 14, 2025 14:09:480
Report
MMMRITYUNJAI MISHRA
FollowNov 14, 2025 14:09:300
Report
BKBRAJESH KUMAR
FollowNov 14, 2025 14:09:190
Report
RKRohit Kumar
FollowNov 14, 2025 14:09:010
Report
ASAshok Singh Shekhawat
FollowNov 14, 2025 14:08:430
Report
UMUJJWAL MISHRA
FollowNov 14, 2025 14:08:010
Report
VKVIKRANT KUMAR
FollowNov 14, 2025 14:07:450
Report
NJNarendra Jaiswal
FollowNov 14, 2025 14:07:150
Report
SPSohan Pramanik
FollowNov 14, 2025 14:07:020
Report
UMUJJWAL MISHRA
FollowNov 14, 2025 14:06:410
Report
AKAshok Kumar1
FollowNov 14, 2025 14:06:230
Report
MKMUKESH KUMAR
FollowNov 14, 2025 14:06:120
Report
DGDeepak Goyal
FollowNov 14, 2025 14:05:590
Report