Back
नीଳगिरि पदयात्रा के उद्घाटन में मुख्यमंत्री मोहन चरण माँझी ने कार्यक्रम का उद्घाटन किया
AMABHAYA MOHANTY
Nov 14, 2025 12:15:21
Keonjhar, Odisha
ପଦଯାତ୍ରା
ଆଙ୍କର,ବାଲେଶ୍ଵର ଜିଲ୍ଲା ନୀଳଗିରି ଦିନକିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚరଣ ମାଜୀ,ଏନେଇ ମୁଖ୍ୟମନ୍ତ୍ରୀ ବିଭିନ୍ନ କାଯ୍ୟକ୍ରମ ସାରି ଭୁବନେଶ୍ୱର ଫେରି ଯାଇଛନ୍ତି। ସର୍ଦ୍ଦାର ବଲ୍ଲଭାହାଇ ପଟେଲ ଙ୍କ ୧୫୦ ତମ ଜୟନ୍ତି ଅବସରରେ ଆୟୋଜିତ ବିଶାଳ ପଦଯାତ୍ରା କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାସହ ଐତିହାସିକ ନୀଳଗିରି ଠାରୁ ମିତ୍ରପୁର ପର୍ଯ୍ୟନ୍ତ ପଦଯାତ୍ରା ରେ ମୁଖ୍ୟ ମନ୍ତ୍ରୀ ସାମିଲ ହୋଇ
ହଜାର ହଜାର ଲୋକଙ୍କ ଗହଣରେ ଦୈଡିଥିଲେ । ଏହି ପଦଯାତ୍ରା ଯୁବଗୋଷ୍ଠୀ ଙ୍କୁ ବେଶ୍ ପ୍ରଭାବିତ କରିବ, ପଦଯାତ୍ରା ସମସ୍ତ ଙ୍କୁ ଏକତା , ଦେଶପ୍ରେମ ଓ ସମର୍ପଣ ଭାବରେ ବନ୍ଧିକି ରଖିଛି । ମୋଦୀ ଜୀ ଙ୍କ ଆହ୍ବାନ ରେ ୨୦୪୪ବିକଶିତ ଭାରତ ଗଠନରେ ଓଡ଼ିଶା ଏକ ଇଞ୍ଜିନ ହିସାବରେ ନେତୃତ୍ୱ ନେଉଛି । ସେହିଭଳି ୨୦୩୬ ରେ ଓଡ଼ିଶା ଗଠନ କୁ ୧୦୦ ବର୍ଷ ପୂର୍ତ୍ତି ହେବ ସେହି ସମୟରେ ଆମ ଯୁବ ଗୋଷ୍ଠୀ ସମୃଦ୍ଧ ଓଡ଼ିଶା ଗଠନ କରିବାରେ ନେତୃତ୍ୱ ନେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମ ପ୍ରତିକ୍ରିୟା ରଖିଥିଲେ । ନୀଳଗିରି ପୋଲିସ ପଡ଼ିଆରେ ଆୟୋଜିତ ବିରାଟ ସମାବେଶ ରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇଥିବା ସହ ମୁଖ୍ୟମନ୍ତ୍ରୀ ନୀଳଗିରି ଜଗନ୍ନାଥ ମନ୍ଦିର ମଧ୍ୟ ପରିଦର୍ଶନ କରିଥିଲେ । ଏହାସହ ସର୍ଦ୍ଦାର ଵଲ୍ଲଭଭାଇ ପଟେଲ ଙ୍କ ମୂର୍ତ୍ତି କୁ ଉଦ୍ଘାଟନ କରିଥିଲେ,ଆଜି ଆୟୋଜିତ କାର୍ଯ୍ୟକ୍ରମ ରେ ହଜାର ହଜାର ସଂଖ୍ୟାରେ ଯୁବକ, ଛାତ୍ର ଛାତ୍ରୀ, ମହିଳା ଓ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗେ ଦେଇଥିଲେ । କ୍ରୀଡ଼ା ମନ୍ତ୍ରି ସୂର୍ୟବଂଶୀ ସୁରଜ ଙ୍କ ସମେତ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ସନ୍ତୋଷ ଖଟୁଆ, ମାନସ ଦତ୍ତ, ପଦ୍ମଲୋଚନ ପଣ୍ଡା ବରିଷ୍ଠ ନେତା,ଜିଲ୍ଲାପାଳ ସୂଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଏସପି ଉପସ୍ଥିତ ଥିଲେ।ଏନେଇ ଏହି କାଯ୍ୟକମରେ ଜିଲ୍ଲା ର ବିଭିନ୍ନ ବ୍ଲକ ରୁ ହଜାର ହଜାର ଲୋକମାନେ ସାମିଳ ହୋଇଥିଲେ
ବାଇଟ, ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ।
106
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
RRRakesh Ranjan
FollowNov 14, 2025 13:49:400
Report
0
Report
0
Report
MDMahendra Dubey
FollowNov 14, 2025 13:49:280
Report
RMRoshan Mishra
FollowNov 14, 2025 13:49:16Noida, Uttar Pradesh:मुख्यमंत्री विष्णुदेव साय पहुंचे बेमेतरा जिले के ग्राम कठिया में बिहार चुनाव के नतीजे पर बोले
0
Report
STSharad Tak
FollowNov 14, 2025 13:49:020
Report
ACAshish Chauhan
FollowNov 14, 2025 13:48:490
Report
PKPradeep Kumar
FollowNov 14, 2025 13:48:350
Report
VSVishnu Sharma
FollowNov 14, 2025 13:48:220
Report
SMSHARAD MAURYA
FollowNov 14, 2025 13:48:100
Report
ASABDUL SATTAR
FollowNov 14, 2025 13:47:580
Report
ACAshish Chauhan
FollowNov 14, 2025 13:47:460
Report
RSRajendra sharma
FollowNov 14, 2025 13:47:380
Report
DGDeepak Goyal
FollowNov 14, 2025 13:47:290
Report
HBHeeralal Bhati
FollowNov 14, 2025 13:47:210
Report