Back
केंदुझर में पति, सास-ससुर ने दीप्तिमयी बेहरा की हत्या; पुलिस जांच शुरू
AMABHAYA MOHANTY
Nov 01, 2025 10:17:51
Keonjhar, Odisha
ଆଙ୍କର: କେନ୍ଦୁଝରରେ ବଧୂହତ୍ୟା ଅଭିଯୋଗ । ପଣ୍ଡାପଡ଼ା ଥାନା ଟଙ୍କଯୋଡ଼ା ଗାଁରେ ଦିପ୍ତିମୟୀ ବେହେରାଙ୍କୁ, ସ୍ୱାମୀ ଟୁନା ପରିଡା ଓ ଶାଶୁ, ଶାଶୁର ମିଶି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର । ଦିପ୍ତିମୟୀଙ୍କୁ ହତ୍ୟା କରିବା ପରେ, ରୋଷେଇ ଘରେ ଆତ୍ମହତ୍ୟାର ରୂପ ଦେବାପାଇଁ ତାଙ୍କ ମୃତଦେହ କୁ ଝୁଲାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ୬ବର୍ଷ ତଳେ, ତୁରୁମୁଙ୍ଗା ଥାନା ବେଗନାପଶି ଗାଁର ଦିପ୍ତିମୟୀ ବେହେରା, ପଣ୍ଡାପଡ଼ା ଥାନା ଟଙ୍କଯୋଡ଼ା ଗାଁର ଟୁନା ପରିଡାଙ୍କ ସହିତ, ବୈଦିକ ରୀତିରେ ବିବାହ ହୋଇଥିଲା । ଅଭିଯୋଗ ଅନୁଯାୟୀ, ଜ୍ୱାଇଁ ଟୁନାଙ୍କର ଅନ୍ୟ ଜଣେ ମହିଳାଙ୍କ ସହିତ ସମ୍ପର୍କ ଥିବା କାରଣରୁ ବିବାହର ୧ମାସ ପରେ ସେ ଦିପ୍ତିମୟୀଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ । ଗତକାଲି ରାତିରେ, ଦିପ୍ତିମୟୀଙ୍କ ସ୍ୱାମୀ, ଶାଶୁ ଓ ଶ୍ବଶୁର ମିଶି ତାଙ୍କୁ ମାରିଦେଇ ରୋଷେଇ ଘରେ ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ଦିପ୍ତିମୟୀଙ୍କର ବାପଘର ଲୋକେ । ଲିଖିତ ଅଭିଯୋଗ ପାଇବା ପରେ ପଣ୍ଡାପଡ଼ା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତଙ୍କ ପ୍ରତି ଦୃଢ଼ ଦଣ୍ଡ ବିଧାନ କରିବାକୁ ଦାବି କରିଛନ୍ତି ମୃତକଙ୍କ ପରିବାର ।
ବାଇଟ ୧-ରାଧିକା ବେହେରା, ଦିପ୍ତିମୟୀଙ୍କ ମା l
ବାଇଟ ୨-ରାଜକିଶୋର ବେହେରା, ମୃତକଙ୍କ କକା ।
ବାଇଟ ୩-ହେମନ୍ତ କୁମାର ବେହେରା, ମୃତକଙ୍क କକା ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
Cine star shri Rajpal Yadavji apeals to all sanatani peopls tosupport sanatan ekta padyatra and join
0
Report
0
Report
0
Report
0
Report
0
Report
NTNagendra Tripathi
FollowNov 01, 2025 19:03:090
Report
KSKartar Singh Rajput
FollowNov 01, 2025 19:02:580
Report
AGAbhishek Gour
FollowNov 01, 2025 19:02:440
Report
PSPramod Sinha
FollowNov 01, 2025 19:02:330
Report
ABAnnu Babu Chaurasia
FollowNov 01, 2025 19:02:090
Report
ASASHISH SHRIVAS
FollowNov 01, 2025 19:01:580
Report
KMKuldeep Malwar
FollowNov 01, 2025 19:01:410
Report
VPVEDENDRA PRATAP SHARMA
FollowNov 01, 2025 19:01:330
Report
ASASHISH SHRIVAS
FollowNov 01, 2025 19:01:230
Report
KSKartar Singh Rajput
FollowNov 01, 2025 19:01:080
Report