Back
NH 520 पर ट्रक ड्राइवर पर हमला, धारदार चाकू से लूट; घायल चालक अस्पताल में भर्ती
AMABHAYA MOHANTY
Dec 02, 2025 08:35:37
Keonjhar, Odisha
NH 520ରେ ଟ୍ରକ୍ ଡ୍ରାଇଭରଙ୍କୁ ଛୁରାମାଡ଼ କରି ଲୁଟ୍; ଆହତ ଡ୍ରାଇୱର ମେଡିକାଲରେ ଭର୍ତ୍ତି ।
ଆଙ୍କର :
କେନ୍ଦୁଝର ଜିଲ୍ଲାର ବଡ଼ବିଲ ଥାନା NH 520 ରୋଇଡ଼ା ଛକ ନିକଟରେ ଟ୍ରକ ଡ୍ରାଇଭରଙୁଁ ଛୁରାମାଡ଼ି ଲୁଟ୍ । ସୋମବାର ସକାଳୁ ସକାଳୁ ଏହି ଘଟଣା ଘଟିଛି । ଟ୍ରକଟି କାଶିଆ ଖଣିରୁ ଲୁହାପଥରେ boଝେଇ କରି ଦେଓଝର ସ୍ଥିତ ପେଲେଟ୍ ପ୍ଲାଣ୍ଟକୁ ଯାଉଥିବା ସମୟରେ ୩ ଜଣ ଦୃବୃର୍ତ୍ତ ଟ୍ରକକୁ ଅଟକାଇ ଲୁଟ୍ ଘଟଣା ଭିଆଇଥିଲେ । ପ୍ରତିବାଦ କରିବାରୁ ଡ୍ରାଇଭରକୁ ଧାରୁଆ ଛୁରୀରେ ପ୍ରଣାନ୍ତକ ଆକ୍ରମଣ କରିଥିଲେ ଦୃବୃର୍ତ । ଛୁରା ମାଡ଼ରେ ଡ୍ରାଇଭରଙ୍କ ମୁଣ୍ଡ ଓ ହାତରେ ଗଭୀର କ୍ଷତ ହୋଇ ପ୍ରବଳ ରକ୍ତସ୍ରାବ ହୋଇଛି । ଦୃବୃର୍ତମାନେ ତାଙ୍କ ଠାରୁ ନਗଦ ଟଙ୍କା ଓ ମୋବାଇଲ ଲୁଟି ନେଇଛନ୍ତି । ଆହତ ଟ୍ରାଇଭର ହେଉଛନ୍ତି ମଧ୍ୟପ୍ରଦେଶର ସତ୍ୟନାରାୟଣ ବିଶ୍ଵକର୍ମା । ଗୁରୁତର ଅବସ୍ଥାରେ ତାଙ୍କୁ ବଡ଼ବିଲ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଖବରପାଇ ବଡ଼ବିଲ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ବାରମ୍ବାର ଏହି ରାସ୍ତାରେ ହାଇୱେ ଲୁଟେରା ଟ୍ରକ୍ ଡ୍ରାଇଭରଙ୍କୁ ଟାର୍ଗେଟ କରି ଲୁଟ୍ କରୁଥିବା ଘଟଣା ସାମ୍ନାକୁ ଆସୁଛି । ତେବେ ପୋଲିସ୍ ପେଟ୍ରୋଲିଂ କଡାକଡି ନହେବା ଯୋଗୁଁ ଏଭଳି ଘଟଣା ବୃଦ୍ଧି ପାଇଛି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
PSPrashant Shukla
FollowDec 02, 2025 08:40:460
Report
MDMahendra Dubey
FollowDec 02, 2025 08:40:320
Report
MSManish Singh
FollowDec 02, 2025 08:40:100
Report
NKNished Kumar
FollowDec 02, 2025 08:39:5342
Report
VRVIJAY RANA
FollowDec 02, 2025 08:39:4125
Report
LSLaxmi Sharma
FollowDec 02, 2025 08:39:2744
Report
VAVishnupriya Arora
FollowDec 02, 2025 08:39:2053
Report
LSLaxmi Sharma
FollowDec 02, 2025 08:37:5427
Report
LSLaxmi Sharma
FollowDec 02, 2025 08:37:4093
Report
ASABHISHEK SHARMA1
FollowDec 02, 2025 08:37:1959
Report
G1GULSHAN 1
FollowDec 02, 2025 08:36:4280
Report
NSNeeraj Sharma
FollowDec 02, 2025 08:36:2980
Report
JSJAMNJAY SINHA
FollowDec 02, 2025 08:36:0738
Report
SPSatya Prakash
FollowDec 02, 2025 08:35:4546
Report