Back
Paradip से Odisha मरीन पुलिस ने समुद्री सुरक्षा अभियान शुरू किया
NBNARAYAN BEHERA
Nov 01, 2025 15:16:57
Paradeep, Odisha
ମେରାଇନ୍ ପୋଲିସ ତରଫରୁ ଓଡିଆସୀଙ୍କୁ କିପରି ସୁରକ୍ଷା ଯୋଗାଇ ଦିବଯିବ ଏନେଇ ମେରାଇନ୍ ପୋଲିସ ତରଫରୁ ଆରମ୍ଭ ହୋଇଛି ପାଟ୍ରୋଲିଂ। ଜଳପଥ ଦେଇ ଆସୁଥିବା ବାହ୍ୟଶତୃ କୁ ରୋକାଯିବା ସହିତ ସ୍ମଗଲିଂ କାରବାର ଓ ବନ୍ଧୁକ ଚୋରାଚାଲାଣ ,ଡ୍ରଗ୍ସ ଆଦି କାରବାର ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।ଏହି ପାଟ୍ରୋଲିଂ ସମୟରେ ସମୁଦ୍ର ରେ ମାଛ ଧରୁଥିବା ଟ୍ରଲର ଗୁଡିକ ର କାଗଜପତ୍ର ଯାଞ୍ଚ କରିବା ସହିତ କେହି ଯଦି ସମୁଦ୍ରରେ ଖସି ପଡନ୍ତି ସେମାନଙ୍କୁ ଉଦ୍ଧାର କରିବା ଭଳି ଏକ ଡେମୋ ପ୍ରଦର୍ଶନ କରା ଯାଇଥିଲା। ସମୁଦ୍ର ମଧ୍ୟରେ ଯାହା ଯାହା କ୍ରାଇମ ହେଉଛି ତাহା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେଇଥାଏ ମେରାଇନ୍ ପୋଲିସ। ଏହା ଏକ ପ୍ରତ୍ୟେକ ଦିନ ପାଟ୍ରୋଲିଂ ଓଡ଼ିଶା ମୋଇରିନ୍ ପୋଲିସ କରିଥାଏ। ଓଡ଼ିଶାରେ ୧୮ଟି ମୋଇରିନ୍ ପୋଲିସ ଥାନା ରହିଥିବା ବେଳେ ୧୫ଟି ନିଜସ୍ୱ ଜାହାଜ ରହିଛି। ଏଥି ସହିତ ୫ଟି ଟ୍ରଲର ହାୟର କରା ଯାଇଥିବା ବେଳେ ପାଟ୍ରୋଲିଂ କୁ ଆହୁରି କଡାକଡି କରିବା ପାଇଁ ଆହୁରି ୧୦ଟି ବୋଟ୍ ମଧ୍ୟ କିଣାଯିବ ବୋଲି କହିଛନ୍ତି ମେରାଇନ୍ ପୋଲିସ ବିଭାଗ ର ଏ.ଆଇ.ଜି ସତ୍ୟ ଜିତ୍ ମିଶ୍ର। ୧୨ ନଟିମାଇଲ୍ ଆମର ଜଳସୀମା ରହିଥିବା ବେଳେ ଏହା ମଧ୍ୟରେ ୧୩ଟି ଦୀପପୁଞ୍ଜ ରହିଛି। ଏହି ୧୨ନଟିମାଇଲ୍ ମଧ୍ୟରେ ଯେ କୌଣସି ଅପରାଧୀକ ଘଟଣା ଘଟିବ ସେଥିପ୍ରତି ମେରାଇନ୍ ପୋଲିସ ନଜର ରଖିଛି。
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
Cine star shri Rajpal Yadavji apeals to all sanatani peopls tosupport sanatan ekta padyatra and join
0
Report
0
Report
0
Report
0
Report
0
Report
NTNagendra Tripathi
FollowNov 01, 2025 19:03:090
Report
KSKartar Singh Rajput
FollowNov 01, 2025 19:02:580
Report
AGAbhishek Gour
FollowNov 01, 2025 19:02:440
Report
PSPramod Sinha
FollowNov 01, 2025 19:02:330
Report
ABAnnu Babu Chaurasia
FollowNov 01, 2025 19:02:090
Report
ASASHISH SHRIVAS
FollowNov 01, 2025 19:01:580
Report
KMKuldeep Malwar
FollowNov 01, 2025 19:01:410
Report
VPVEDENDRA PRATAP SHARMA
FollowNov 01, 2025 19:01:330
Report
ASASHISH SHRIVAS
FollowNov 01, 2025 19:01:230
Report
KSKartar Singh Rajput
FollowNov 01, 2025 19:01:080
Report