Back
पारादीप टैक्सी मालिक संघ की बैठक: सड़क सुरक्षा और समाधान पर चर्चा
NBNARAYAN BEHERA
Dec 09, 2025 13:50:37
Paradeep, Odisha
ପାରାଦୀପ ଠାରୁ ଭୁବନେଶ୍ୱର (ପି ଟୁ ବି) ଟ୍ୟାକ୍ସି ଓନର ଆସୋସିଏସନ ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଇଛି । ପାରାଦୀପ ଠାରୁ ଆରମ୍ଭ କରି ରାହାମା ପର୍ଯ୍ୟନ୍ତ ଥିବା ସମସ୍ତ ସଂଘ ଗାଡି ମାଲିକ ମାନଙ୍କୁ ନେଇ ଏହି ସଂଘ ଗଠନ କରାଯାଇଛି । ପାରାଦୀପ ଉପକଣ୍ଠ ପାରାଦୀପ ଗଡ ଠାରେ ପି ଟୁ ବି ସଂଘ କାର୍ଯ୍ୟାଳୟ ରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସଂଘର ସଭାପତିଙ୍କ ସମେତ ସଂଘର ଅନ୍ୟ କର୍ମକର୍ତା ଓ ଟ୍ୟାକ୍ସି ମାଲିକ ମାନେ ଉପସ୍ଥିତ ରହି ଟ୍ୟାକ୍ସି ସମସ୍ୟା ଉପରେ ଆଲୋଚନା କରିଥିଲେ । ରାସ୍ତାରେ ଗାଡି ଚାଲିବା ସମୟରେ ଆସୁଥିବା ବିଭିନ୍ନ ସମସ୍ୟା ଉପରେ ସହଯୋଗ କିପରି ମିଳିପାରିବ ତାହା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଆସୋସିଏସନର ପ୍ରତ୍ୟେକ ସଭ୍ୟ ପାଇଁ ବୀମା ବ୍ୟବସ୍ଥା କରାଯାଇଥିବା ବେଳେ ସଡକ ସୁରକ୍ଷା କୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ବୋଲି ପ୍ରକାଶ କیاଯାଇଛି । ଅନ୍ୟାନ୍ୟ ଲାଇନ ଗ୍ରୁପ ଓ ଉବେର ହେବା ପଳିଳାର ପାଇଁ ସାଧାରଣ ଗାଡି ମାଲିକ ମାନେ ତାଙ୍କର ଗୁଜୁରାଣ ମେଣ୍ଟାଇନ କରିବା ସହିତ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରୁଛନ୍ତି । ପ୍ରଶାସନର ସମସ୍ତ ସହଯୋଗ ସହ ଜଗତସିଂହପୁର ଜିଲ୍ଲାର ସମସ୍ତ ମାଲିକଙ୍କୁ ପି ଟୁ ବି ରେ ଅନ୍ତର୍ଭୁକ୍ତ ହେବାକୁ ଆହ୍ବାନ ଦିଆଯାଇଛି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
ASAmit Singh
FollowDec 09, 2025 15:51:090
Report
0
Report
MMMRITYUNJAI MISHRA
FollowDec 09, 2025 15:50:430
Report
NPNavratan Prajapat
FollowDec 09, 2025 15:50:270
Report
AMAsheesh Maheshwari
FollowDec 09, 2025 15:50:000
Report
RRRakesh Ranjan
FollowDec 09, 2025 15:49:460
Report
KYKaniram yadav
FollowDec 09, 2025 15:49:310
Report
KSKartar Singh Rajput
FollowDec 09, 2025 15:49:150
Report
BPBramh Prakash Dubey
FollowDec 09, 2025 15:48:540
Report
BPBramh Prakash Dubey
FollowDec 09, 2025 15:48:450
Report
MKMANTUN KUMAR ROY
FollowDec 09, 2025 15:48:310
Report
RRRakesh Ranjan
FollowDec 09, 2025 15:48:150
Report
0
Report
राष्ट्रीय हिंदू रक्षा परिषद के कार्यकर्ता ने केडी सिंह बाबू स्टेडियम से जीपीओ गांधी प्रतिमा तक निकाल
Saraiya, Uttar Pradesh:राष्ट्रीय हिंदू रक्षा परिषद के कार्यकर्ता ने केडी सिंह बाबू स्टेडियम से जीपीओ गांधी प्रतिमा तक निकाला विरोध मार्च।
0
Report
ANAbhishek Nirla
FollowDec 09, 2025 15:45:580
Report