Back
पारादीप बंदर में एड्स दिवस पर जागरूकता रैली आयोजित, अस्पताल अधिकारी ने किया उद्घाटन
NBNARAYAN BEHERA
Dec 02, 2025 08:33:14
Paradeep, Odisha
ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ ହରନାଦ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ପ୍ରତି ସାରା ବିଶ୍ୱରେ ଏଡ୍ସ ରୋଗ ଏକ ମହାମାରୀ ଭଳି ବ୍ୟାପିବାରେ ଲାଗିଛି। ଏଥିପାଇଁ କୈାଣସି ନିର୍ଦ୍ଧିଷ୍ଟ ର୍ଔଷଧ ନଥିବାରୁ ସଚେତନତା ହିଁ ଏହି ରୋଗ ଠାରୁ ନିଜକୁ ଦୂରେଇ ରଖିବା ର ଏକ ମାତ୍ର ମାଧ୍ୟମ। ଏଡସ ଠାରୁ କିପରି ଦୂରେଇ ରହିବା ଲୋକମାନଙ୍କୁ ଏଡସ ରୋଗ ବିଷୟରେ ସଚେତନ କରାଇବାକୁ ନେଇ ଶପଥ ପାଠ କରାଇଥିଲେ ବନ୍ଦର ଅଧିକାରୀ। ଏହି ଉପଲକ୍ଷେ ଏକ ସଚେତନତା ମୂଳକ ରାଲି କୁ ପତକା ଦେଖାଇ ଶୁଭାରମ୍ଭ କରାଯାଇଥିଲା । ଏହି ରାଲି ବନ୍ଦର ଚିକିତ୍ସାଳୟ ଠାରୁ ବାହାରି ବିଭିନ୍ନ ସଚେତନତା ମୂଳକ ସ୍ଲୋଗାନ ସହିତ ସହର ପରିକ୍ରମା କରି ଅଫିସର୍ସ କ୍ଲବ ଠାରେ ପହଞ୍ଚି ଥିଲା । ଏହି କାଯ୍ୟକ୍ରମରେ ପାରାଦୀପ ବନ୍ଦର ଅଧିକାରୀଙ୍କ ସହିତ ବନ୍ଦର ଚିକିତ୍ସାଳୟର କର୍ମଚାରୀ, ସାକ୍ଷରତା ସମିତିର ସଦସ୍ୟ,ସଦସ୍ୟା, ସିଆଇଏସଏଫର ଯବାନ,କିନ୍ନର ସଂଘ ଯୋଗଦେଇଥିଲେ ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
PSPrashant Shukla
FollowDec 02, 2025 08:40:460
Report
MDMahendra Dubey
FollowDec 02, 2025 08:40:320
Report
MSManish Singh
FollowDec 02, 2025 08:40:100
Report
NKNished Kumar
FollowDec 02, 2025 08:39:5342
Report
VRVIJAY RANA
FollowDec 02, 2025 08:39:4125
Report
LSLaxmi Sharma
FollowDec 02, 2025 08:39:2744
Report
VAVishnupriya Arora
FollowDec 02, 2025 08:39:2053
Report
LSLaxmi Sharma
FollowDec 02, 2025 08:37:5427
Report
LSLaxmi Sharma
FollowDec 02, 2025 08:37:4093
Report
ASABHISHEK SHARMA1
FollowDec 02, 2025 08:37:1959
Report
G1GULSHAN 1
FollowDec 02, 2025 08:36:4280
Report
NSNeeraj Sharma
FollowDec 02, 2025 08:36:2980
Report
JSJAMNJAY SINHA
FollowDec 02, 2025 08:36:0738
Report
SPSatya Prakash
FollowDec 02, 2025 08:35:4546
Report
AMABHAYA MOHANTY
FollowDec 02, 2025 08:35:3728
Report