Back
ସ୍ତନ୍ୟପାନ ସପ୍ତାହ: ଶିଶୁଙ୍କ ପାଇଁ ସ୍ତନ୍ୟପାନର ଗୁରୁତ୍ୱ ଜାଣନ୍ତୁ!
AMABHAYA MOHANTY
Aug 04, 2025 10:19:18
Keonjhar, Odisha
ଆଙ୍କର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହେବା ଅବସରରେ ସ୍ତନ୍ୟପାନର ଆବଶ୍ୟକତା ଓ ସଠିକ୍ ସ୍ତନ୍ୟପାନ କରାଇବା ସମ୍ପର୍କରେ
ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିନୋଦ ବିହାରୀ ମିଶ୍ର ପରାମର୍ଶ ଦେଇଥିଲେ । ଉପସ୍ଥିତ ଅତିଥିମାନେ ସ୍ତନ୍ୟପାନ ସପ୍ତାହ ପାଳନ କରିବାର ତାପ୍ତର୍ଯ୍ୟ ଓ ପ୍ରଚାର, ପ୍ରସାର ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଜନ୍ମରୁ ୧ ଘଣ୍ଟା ମଧ୍ୟରେ ଶିଶୁଙ୍କୁ ସ୍ତନ୍ୟପାନ ଆରମ୍ଭ କରାଇବା ସହିତ, ଶିଶୁକୁ ୬ ମାସ କେବଳ ମା' କ୍ଷୀର ଖାଇବାକୁ ଦେବା ପାଇଁ ପରାମର୍ଶ ଦେଇଥିଲେ ।
ଏହି ସମୟ ମଧ୍ୟରେ କୌଣସି ବାହାର ଖାଦ୍ୟ ଯଥା, ଗାଈ କ୍ଷୀର, ପାଣି, ମହୁ ବା ଚିନି ପାଣି ଦେବାକୁ ବାରଣ କରିଥିଲେ ।
ମା' ର ପ୍ରଥମ "କଷ କ୍ଷୀର" ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ବୋଲି ସମସ୍ତଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ
ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପୁରୋଷୋତ୍ତମ ମହନ୍ତ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ବିଶ୍ୱ ସ୍ତନ୍ୟପାନ ସପ୍ତାହର ବାର୍ତ୍ତା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।
ବାଇଟ ୧- ବିଭୁପ୍ରସାଦ ନାୟକ, ଆସୋସିଏଟ୍ ପ୍ରଫେସର୍, ଶିଶୁରୋଗ ବିଭାଗ, ଧରଣୀଧର ମେଡ଼ିକାଲ୍ କଲେଜ ।
ବାଇଟ ୨- ଗିରିଶ ଚନ୍ଦ୍ର ରାଉତ, ଶିଶୁରୋଗ ବିଶେଷଜ୍ଞ ।
ବାଇଟ ୩- ମହେଶ ପ୍ରସାଦ ମହାନ୍ତ, ଶିଶୁରୋଗ ବିଶେଷଜ୍ଞ ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
RSRajkumar Singh
FollowDec 09, 2025 15:35:120
Report
SKSundram Kumar
FollowDec 09, 2025 15:34:470
Report
PSPradeep Soni
FollowDec 09, 2025 15:34:230
Report
TCTanya chugh
FollowDec 09, 2025 15:34:070
Report
RKRakesh Kumar Bhardwaj
FollowDec 09, 2025 15:33:550
Report
RJRahul Joshi
FollowDec 09, 2025 15:33:220
Report
MKMohammad Khan
FollowDec 09, 2025 15:32:310
Report
RRRakesh Ranjan
FollowDec 09, 2025 15:32:040
Report
ADAnup Das
FollowDec 09, 2025 15:31:510
Report
AMATUL MISHRA
FollowDec 09, 2025 15:30:460
Report
MTMD. TARIQ
FollowDec 09, 2025 15:30:290
Report
0
Report
SSANDEEP
FollowDec 09, 2025 15:22:000
Report
0
Report
HDHARSH DWIVEDI
FollowDec 09, 2025 15:18:1398
Report